ଗଣଦୁଷ୍କର୍ମ ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଏ ନେଇ ରାଜ୍ୟ ମହିଳା କମିଶନର ଏକ ଟିମ୍ କୋରାପୁଟ ଗସ୍ତରେ ଯାଇଛନ୍ତି। ସେମାନେ ପୀଡ଼ିତାଙ୍କୁ ଭେଟିବା ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ତଦନ୍ତ ସଂପର୍କରେ ଆଲୋଚନା କରିବେ। ସେହିପରି ଆଜି ସକାଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଏକ ଟିମ୍ ମଧ୍ୟ କୋରାପୁଟ ଗସ୍ତ କରିଥିଲେ। ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ […]

women commission

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 04:50 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଏ ନେଇ ରାଜ୍ୟ ମହିଳା କମିଶନର ଏକ ଟିମ୍ କୋରାପୁଟ ଗସ୍ତରେ ଯାଇଛନ୍ତି। ସେମାନେ ପୀଡ଼ିତାଙ୍କୁ ଭେଟିବା ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ତଦନ୍ତ ସଂପର୍କରେ ଆଲୋଚନା କରିବେ।

ସେହିପରି ଆଜି ସକାଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଏକ ଟିମ୍ ମଧ୍ୟ କୋରାପୁଟ ଗସ୍ତ କରିଥିଲେ। ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଭେଟି ବା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପୀଡ଼ିତାଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି।

Related story