ଦୁଇ ଛୁଆଙ୍କୁ ମାରି ମାଆର ଆତ୍ମହତ୍ୟା!

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣଙ୍କ ଘରୁ ୩ଟି ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ପୁଅଝିଅ ଅଛନ୍ତି। ପୁଅର ବୟସ ୨ ବର୍ଷ ହୋଇଥିବା ବେଳେ ଝିଅକୁ ୭ ବର୍ଷ। ପାରିବାରିକ କଳହରୁ ମହିଳା ଜଣଙ୍କ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ସ୍ପଷ୍ଟ […]

images

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 12:56 PM IST

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣଙ୍କ ଘରୁ ୩ଟି ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ପୁଅଝିଅ ଅଛନ୍ତି। ପୁଅର ବୟସ ୨ ବର୍ଷ ହୋଇଥିବା ବେଳେ ଝିଅକୁ ୭ ବର୍ଷ।

ପାରିବାରିକ କଳହରୁ ମହିଳା ଜଣଙ୍କ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Related story