ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଆଖି ବୁଜିଲେ ସ୍ତ୍ରୀ

ବାରିପଦା(ମାଣିକଲାଲ ପାଣି): ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଆଖି ବୁଜିଲେ ସ୍ତ୍ରୀ। ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ପାଖକୁ ଚାଲିଗଲେ ସ୍ତ୍ରୀ। ଆଜି ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ଗତବର୍ଷ ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ଗାଁର ଚନ୍ଦ୍ରଶେଖର ରାହୁଳଙ୍କ ମୃତ୍ୟୁ ଘଟିଥିଲା। ଆଜି ଥିଲା ତାଙ୍କର ଶ୍ରାଦ୍ଧବାର୍ଷିକୀ। ସେଥିପାଇଁ ଘରେ ଚାଲିଥିଲା ପୂଜା। ଆଉ ପୂଜା ସରଞ୍ଜାମ ଯୋଗାଇବାରେ […]

Baripada

Baripada

Manoranjan Sial
  • Published: Tuesday, 14 September 2021
  • Updated: 14 September 2021, 05:27 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଆଖି ବୁଜିଲେ ସ୍ତ୍ରୀ। ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ପାଖକୁ ଚାଲିଗଲେ ସ୍ତ୍ରୀ। ଆଜି ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣାଟି ଏମିତି। ଗତବର୍ଷ ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ଗାଁର ଚନ୍ଦ୍ରଶେଖର ରାହୁଳଙ୍କ ମୃତ୍ୟୁ ଘଟିଥିଲା। ଆଜି ଥିଲା ତାଙ୍କର ଶ୍ରାଦ୍ଧବାର୍ଷିକୀ। ସେଥିପାଇଁ ଘରେ ଚାଲିଥିଲା ପୂଜା। ଆଉ ପୂଜା ସରଞ୍ଜାମ ଯୋଗାଇବାରେ ବ୍ୟସ୍ତ ଥିଲେ ପତ୍ନୀ ଶକୁନ୍ତଳା ରାହୁଳ। ପୂଜା ସରଞ୍ଜାମ ଯୋଗାଉଥିବା ବେଳେ ଘରେ ଥିବା ଏକ ସାଇକେଲ୍‌କୁ ସେ ଛୁଇଁ ଦେଇଥିଲେ। ପୂର୍ବରୁ ସେହି ସାଇକେଲ୍‌ଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ତେଣୁ ଚେତା ହରାଇ ପଡ଼ି ଯାଇଥିଲେ।

ଶକୁନ୍ତଳାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୈଶିଙ୍ଗା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବେତନଟୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story