ମୋ’ ଝିଅକୁ ଖୋଜି ଦିଅ... ଏସ୍‌ପିଙ୍କ ଅଫିସ୍‌ରେ ଗୁହାରୀ କରୁଛନ୍ତି ମାଆ

ଭଦ୍ରକ (ପାର୍ଥସାଥୀ ନାୟକ): ମୋ ଝିଅ ଅପହରଣକୁ ୮ ମାସ ବିତିଲାଣି। ହେଲେ ତାକୁ ମୁଁ ପାଉନି। ତାକୁ ଖୋଜି ଦିଅ…। ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଆଜି ଏପରି ଗୁହାରୀ କରିଛନ୍ତି ଜଣେ ମହିଳା। ସେ ହେଉଛି ଶୁଶିଲା ପ୍ରଧାନ। ଝିଅକୁ ନପାଇଲେ ଆତ୍ମାହୂତି ଦେବି ବୋଲି ଚେତାବନୀ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଧୂଷୁରି ଥାନା ଅଞ୍ଚଳର ଶୁଶିଳା ପ୍ରଧାନଙ୍କ ନାବାଳିକା ଝିଅ ଅପହରଣ ହୋଇଥିଲା। ଏନେଇ ସେ ଧୂଷୁରି ଥାନାରେ […]

Bhadrak

Bhadrak

Manoranjan Sial
  • Published: Tuesday, 30 November 2021
  • Updated: 30 November 2021, 06:27 PM IST

ଭଦ୍ରକ (ପାର୍ଥସାଥୀ ନାୟକ): ମୋ ଝିଅ ଅପହରଣକୁ ୮ ମାସ ବିତିଲାଣି। ହେଲେ ତାକୁ ମୁଁ ପାଉନି। ତାକୁ ଖୋଜି ଦିଅ...। ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଆଜି ଏପରି ଗୁହାରୀ କରିଛନ୍ତି ଜଣେ ମହିଳା। ସେ ହେଉଛି ଶୁଶିଲା ପ୍ରଧାନ। ଝିଅକୁ ନପାଇଲେ ଆତ୍ମାହୂତି ଦେବି ବୋଲି ଚେତାବନୀ ଦେଇଛନ୍ତି।

ଏପ୍ରିଲ ୧୩ ତାରିଖରେ ଧୂଷୁରି ଥାନା ଅଞ୍ଚଳର ଶୁଶିଳା ପ୍ରଧାନଙ୍କ ନାବାଳିକା ଝିଅ ଅପହରଣ ହୋଇଥିଲା। ଏନେଇ ସେ ଧୂଷୁରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଅପହରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପରି ମୋ ଝିଅ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଉନଥିବା ଶୁଶିଳା ଅଭିଯୋଗ କରିଛନ୍ତି।

ପୁଲିସଠାରୁ ନିରାଶ ହୋଇ ଆଜି ଶୁଶିଳା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା। ଏ ସମ୍ପର୍କରେ ଜାଣିବା ପରେ ଶୁଶିଳାଙ୍କୁ ଏସ୍‌ପି ଡାକି ଆଲୋଚନା କରିଛନ୍ତି। ଝିଅକୁ ଖୋଜି ଆଣିବା ପାଇଁ ଦୁଇ ଦିନ ସମୟ ମାଗିଛନ୍ତି। ଦୁଇ ଦିନ ଭିତରେ ଝିଅକୁ ନପାଇଲେ ମୁଁ ଆଉ ଥରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବି ବୋଲି ଚେତାବନୀ ଦେଇଛନ୍ତି ଶୁଶିଲା ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story