ପାଣି ପାଇଁ ଆସିଥିବା ମହିଳାଙ୍କ ବେକ କାଟିଦେଲେ

ଉଦଳା (ମାନସ ପାଣି): ପୁଣି ଏକ ଅନ୍ଧ ବିଶ୍ୱାସର ନଗ୍ନ ନମୁନା। ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ। ସେହି ଗ୍ରାମର ଖୋଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ପାଇଁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଘଟଣା ଅନୁଯାୟୀ ଉକ୍ତ ଗ୍ରାମର ଅନୀଲ ମହାନ୍ତ ଦୀର୍ଘ ୨୦ ବର୍ଷ ଧରି ସନ୍ତାନ ହେଉନଥିଲା। ତେବେ ଏହା ପଛରେ […]

udala

udala

Ranjit Kumar Jena
  • Published: Wednesday, 30 December 2020
  • Updated: 30 December 2020, 01:10 PM IST

Sports

Latest News

ଉଦଳା (ମାନସ ପାଣି): ପୁଣି ଏକ ଅନ୍ଧ ବିଶ୍ୱାସର ନଗ୍ନ ନମୁନା। ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ। ସେହି ଗ୍ରାମର ଖୋଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ପାଇଁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରାଯାଇଛି।

ଘଟଣା ଅନୁଯାୟୀ ଉକ୍ତ ଗ୍ରାମର ଅନୀଲ ମହାନ୍ତ ଦୀର୍ଘ ୨୦ ବର୍ଷ ଧରି ସନ୍ତାନ ହେଉନଥିଲା। ତେବେ ଏହା ପଛରେ ଖୋଇରୀ ମହାନ୍ତଙ୍କ ହାତ ଥିବା ଅନୀଲ ସନ୍ଦେହ କରିଆସୁଥିଲେ। ମଙ୍ଗଳବାର ସନ୍ଧ୍ୟା ସମୟରେ ଖୋଇରୀ ଗ୍ରାମ ନିକଟକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଓ ତାଙ୍କ ଭାଇ ବଳରାମ ଖୋଇରୀକୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାରିପଦା ସାଇଣ୍ଟିଫିକ ଟିମର ସହୟତା ନେଇ ତଦନ୍ତ ଜାରି ରିଖିଛି। ତେବେ ହତ୍ୟାକାରୀ ଦୁଇ ଭାଇ ଫେରାର ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story