ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ଜେଲ୍‌, ଜରିମାନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଦୁଇ ବର୍ଷ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ ଦୀପକ କୁମାର। ତେବେ ପ୍ରମାଣ ଅଭାବରୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ସାମିଲ ଥିବା ପ୍ରେମିକ ଖଲାସ ହୋଇଯାଇଥିବା ଜଣାପଡ଼ିଛି। ୨୦୧୭ ମସିହା ଅକ୍ଟୋବର ଏକ ତାରିଖରେ ରାଉରକେଲା ଟିମ୍ବର କଲୋନୀରେ ରହୁଥିବା ପପୁ ସିଂଙ୍କୁ […]

crime

crime

Manoranjan Sial
  • Published: Friday, 26 February 2021
  • Updated: 26 February 2021, 05:49 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଦୁଇ ବର୍ଷ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ ଦୀପକ କୁମାର। ତେବେ ପ୍ରମାଣ ଅଭାବରୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ସାମିଲ ଥିବା ପ୍ରେମିକ ଖଲାସ ହୋଇଯାଇଥିବା ଜଣାପଡ଼ିଛି।

୨୦୧୭ ମସିହା ଅକ୍ଟୋବର ଏକ ତାରିଖରେ ରାଉରକେଲା ଟିମ୍ବର କଲୋନୀରେ ରହୁଥିବା ପପୁ ସିଂଙ୍କୁ ତାଙ୍କ ସ୍ତ୍ରୀ ମଞ୍ଜିତ କୌର ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପର ଦିନ ଅର୍ଥାତ ୨ ତାରିଖରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଛାତି ଯନ୍ତ୍ରଣାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ଏତେଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟ ଆସିଥିଲା। ଏହା ପରେ ପୁଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରି ତଦନ୍ତ ଆରମ୍ଭ କରିଥିଲା।

ହତ୍ୟା ଖିଅ ଖୋଜୁଥିବା ପୁଲିସର ଆଖି ମଞ୍ଜିତ କୌରଙ୍କ ଉପରେ ପଡ଼ିଥିଲା। ଜେରା ବେଳେ ସବୁ ଓଗାଳିଥିଲା ମଞ୍ଜିତ। ସେ ତାଙ୍କୁ ପ୍ରେମିକ ଦଲଜିତ ସିଂ ସହ ମିଶି ସ୍ୱାମୀ ପପୁ ସିଂକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ପରେ ମଞ୍ଜିତ ଓ ଦଲଜିତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୫ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ପ୍ରମାଣକୁ ଆଧାର କରି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ମଞ୍ଜିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୦,୦୦୦ ଟଙ୍କା ଜରିମାନା କରିଥିଲେ। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ଅନ୍ୟପକ୍ଷରେ ମଞ୍ଜିତଙ୍କୁ ସହଯୋଗ କରିଥିବା ତାଙ୍କ ପ୍ରେମିକ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story