ମହିଳା ଫରେଷ୍ଟ ଗାର୍ଡଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କନ୍ଧମାଳ: ଫୁଲବାଣୀ ଜିଲ୍ଲା ଦାରିଙ୍ଗବାଡି ରେଞ୍ଜରେ ଥିବା ଏକ ସରକାରୀ କ୍ୱାର୍ଟର୍ସରୁ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସୋନପୁର ବିଟ୍‌ର ଫରେଷ୍ଟ ଗାର୍ଡ ବନିତା ଦିଗାଲ। ସେ ଦାରିଙ୍ଗବାଡି ବିଟ୍‌ର ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟସ୍ଥ କ୍ୱାର୍ଟର୍ସରୁ ଜଣେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିନି ନ ଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]

murder

Rakesh Mallick
  • Published: Monday, 20 March 2017
  • , Updated: 21 March 2017, 07:52 AM IST

କନ୍ଧମାଳ: ଫୁଲବାଣୀ ଜିଲ୍ଲା ଦାରିଙ୍ଗବାଡି ରେଞ୍ଜରେ ଥିବା ଏକ ସରକାରୀ କ୍ୱାର୍ଟର୍ସରୁ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସୋନପୁର ବିଟ୍‌ର ଫରେଷ୍ଟ ଗାର୍ଡ ବନିତା ଦିଗାଲ। ସେ ଦାରିଙ୍ଗବାଡି ବିଟ୍‌ର ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟସ୍ଥ କ୍ୱାର୍ଟର୍ସରୁ ଜଣେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଯୁବକଙ୍କ ପରିଚୟ ମିନି ନ ଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ଓ ଯୁବକ ଜଣଙ୍କ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଅନୁମାନ କରୁଛି।

Related story