ପୁଣି ଲଜ୍ଜା: ମହିଳାଙ୍କୁ ରାତିରେ ତାଙ୍କରି ଘରେ ଗଣଦୁଷ୍କର୍ମ!

ଝାରସୁଗୁଡା: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅଞ୍ଚଳରେ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଝାରସୁଗୁଡ଼ାରେ ଜଣେ ମହିଳା ଗଣ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ୪୭ ବର୍ଷୀୟା ମହିଳା ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ଫ।ଣ୍ଡି ଅଞ୍ଚଳରେ ଏକାକୀ […]

jharsuguda

jharsuguda

Rakesh Mallick
  • Published: Friday, 16 June 2017
  • Updated: 16 June 2017, 07:09 PM IST

Sports

Latest News

ଝାରସୁଗୁଡା: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅଞ୍ଚଳରେ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଝାରସୁଗୁଡ଼ାରେ ଜଣେ ମହିଳା ଗଣ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଣଦୁଷ୍କର୍ମର ଶିକାର ହୋଇଥିବା ୪୭ ବର୍ଷୀୟା ମହିଳା ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ଫ।ଣ୍ଡି ଅଞ୍ଚଳରେ ଏକାକୀ ରହୁଥିଲେ। ବିଭିନ୍ନ ଜାଗାରେ କାମଦାମ କରି ସେ ଚଳନ୍ତି। ଗତକାଲି ରାତିରେ ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଜି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳାଙ୍କ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ମୁର୍ମୂଷ ଅବସ୍ଥାରେ ମହିଳାଙ୍କୁ ତାଙ୍କ ଘରୁ ଉଦ୍ଧାର କରିବା ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏବେସୁଦ୍ଧା ମହିଳା ଜଣକ ସଂଜ୍ଞା ଫେରିପାଇ ନାହାଁନ୍ତି। ତେଣୁ କେଉଁ ପରିସ୍ଥିତିରେ ଓ କିଏ ତାଙ୍କୁ ବଳାତ୍କାର କରିଛନ୍ତି ତାହା ଏବେବି ଅସ୍ପଷ୍ଟ ରହିଛି। ମାମଲା ରୁଜୁ କରି ପୋଲିସ୍ ତନାଘନା ଆରମ୍ଭ କରିଛି। ମହିଳାଙ୍କ ଚେତା ଫେରିଲେ ହୁଏତ ଏହି ଗଣଦୁଷ୍କର୍ମ ଅଭିଯୋଗ ସଂପର୍କରେ କିଛି ତଥ୍ୟ ପୋଲିସ୍ ପାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story