ଗରା ଓ ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କାନେରଠାରେ ଆଜି ମହିଳାମାନେ ପାଣି ପାଇଁ ରାସ୍ତାରୋକ କରିଥିଲେ। ୨୦୦ରୁ ଊର୍ଦ୍ଧ୍ୱ ମହିଳା ଆଜି ଭୋର ପ୍ରାୟ ୫ଟାରୁ ଗରା ମାଠିଆ ଧରି ରାସ୍ତାରେ ବସିଥିଲେ। ଫଳରେ ମୋଟେଇ-ଜୟପାଟଣା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅନେକ ଦିନ ହେଲା କାନେରରେ ପାଣି ସମସ୍ୟା ଲାଗି ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

water,,,,,,,,,,,,

water,,,,,,,,,,,,

Tapaswini Nayak
  • Published: Monday, 08 April 2019
  • Updated: 08 April 2019, 01:04 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କାନେରଠାରେ ଆଜି ମହିଳାମାନେ ପାଣି ପାଇଁ ରାସ୍ତାରୋକ କରିଥିଲେ। ୨୦୦ରୁ ଊର୍ଦ୍ଧ୍ୱ ମହିଳା ଆଜି ଭୋର ପ୍ରାୟ ୫ଟାରୁ ଗରା ମାଠିଆ ଧରି ରାସ୍ତାରେ ବସିଥିଲେ। ଫଳରେ ମୋଟେଇ-ଜୟପାଟଣା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଅନେକ ଦିନ ହେଲା କାନେରରେ ପାଣି ସମସ୍ୟା ଲାଗି ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story