ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ ପାଳିତ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ହାତୀମାନଙ୍କୁ ବିଭିନ୍ନ ବେଶରେ ସଜା ଯାଇଥିଲା ଓ ସୁସ୍ୱାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ସଜେଇ ହୋଇଥିବା ହାତୀମାନଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଯାଇଥିଲା। ଅନ୍ୟପକ୍ଷରେ ଆଜି ନନ୍ଦନକାନନରେ ବର୍ଷକର ସିଂହି ଛୁଆ ‘କଳ୍ପନା’କୁ ପ୍ରଥମ ଥର ପାଇଁ ଏନ୍‌କ୍ଲୋଜରରେ ଛଡ଼ାଯାଇଛି।

elephant

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 11:45 AM IST

ଭୁବନେଶ୍ୱର: ନନ୍ଦନକାନନରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ହାତୀମାନଙ୍କୁ ବିଭିନ୍ନ ବେଶରେ ସଜା ଯାଇଥିଲା ଓ ସୁସ୍ୱାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ସଜେଇ ହୋଇଥିବା ହାତୀମାନଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଯାଇଥିଲା।

ଅନ୍ୟପକ୍ଷରେ ଆଜି ନନ୍ଦନକାନନରେ ବର୍ଷକର ସିଂହି ଛୁଆ ‘କଳ୍ପନା’କୁ ପ୍ରଥମ ଥର ପାଇଁ ଏନ୍‌କ୍ଲୋଜରରେ ଛଡ଼ାଯାଇଛି।

Related story