ବିଶ୍ୱ ଜଳ ଦିବସରେ ମାନସଙ୍କ ବାଲୁକା କଳା

ପୁରୀ: ଆଜି ବିଶ୍ୱ ଜଳ ଦିବସ। ଚଳିତ ବର୍ଷ ବିଶ୍ୱ ଜଳ ଦିବସର ଥିମ୍‌  ରହିଛି ‘ୱାଟର୍ ଆଣ୍ଡ୍‌ ଜବ୍‌’। ଏହି ବଷୟବସ୍ତୁକୁ ନେଇ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ  ଏକ ୧୫ ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳା ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି। ଯେଉଁଥିରେ  ସେ  ଗୋଟିଏ ଜଳବୁନ୍ଦାର ମହତ୍ତ୍ୱ କେତେ, ତାହା ଦର୍ଶାଇଛନ୍ତି। ଏହି ବାଲୁକା କଳା କରିବା ପାଇଁ ତାଙ୍କୁ  ୮ ଘଣ୍ଟା ସମୟ ଲାଗିଥିଲା।

puri

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 04:09 AM IST

ପୁରୀ: ଆଜି ବିଶ୍ୱ ଜଳ ଦିବସ। ଚଳିତ ବର୍ଷ ବିଶ୍ୱ ଜଳ ଦିବସର ଥିମ୍‌  ରହିଛି ‘ୱାଟର୍ ଆଣ୍ଡ୍‌ ଜବ୍‌’। ଏହି ବଷୟବସ୍ତୁକୁ ନେଇ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ  ଏକ ୧୫ ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳା ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି। ଯେଉଁଥିରେ  ସେ  ଗୋଟିଏ ଜଳବୁନ୍ଦାର ମହତ୍ତ୍ୱ କେତେ, ତାହା ଦର୍ଶାଇଛନ୍ତି।

ଏହି ବାଲୁକା କଳା କରିବା ପାଇଁ ତାଙ୍କୁ  ୮ ଘଣ୍ଟା ସମୟ ଲାଗିଥିଲା।

Related story