ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍‌ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍‌ ମୁକାବିଲା ନେଇ ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ହେଉଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ସେହିପରି ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ହେଉଛନ୍ତି ଯାମିନୀ। ଉଭୟ ଆଜି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି। ଲୋକାୟୁଙ୍କଠାରେ ହାଜର ହୋଇ ଫେରିବା ପରେ […]

yamini-sarangi

yamini-sarangi

Manoranjan Sial
  • Published: Monday, 14 September 2020
  • Updated: 14 September 2020, 04:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍‌ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍‌ ମୁକାବିଲା ନେଇ ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ହେଉଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ସେହିପରି ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ହେଉଛନ୍ତି ଯାମିନୀ। ଉଭୟ ଆଜି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି।

ଲୋକାୟୁଙ୍କଠାରେ ହାଜର ହୋଇ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏଏସ୍‌ ହେମନ୍ତ ଶର୍ମା। ସେ କହିଛନ୍ତି-“ଯାହା କହିବା କଥା ଲୋକାୟୁକ୍ତଙ୍କୁ କହିଛି। ସେସବୁ ବାହାରେ କହିଲେ ଲୋକାୟୁକ୍ତଙ୍କୁ ଅବମାନନା ହେବ।”

ତେବେ ହାଜର ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ।

ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରସଙ୍ଗରେ ଅନେକ ଆଇଏଏସଙ୍କ ସମ୍ପୃକ୍ତି ଅଭିଯୋଗ କରି ସମସ୍ତ ତଥ୍ୟ ରାଜ୍ୟବାସୀଙ୍କ ସାମନାକୁ ଆସୁ ବୋଲି କହିଛି ଓଡ଼ିଶା ବିକାଶ ପରିଷଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story