‘ସରକାର ଓ ଜନତା ଭିତରେ ଥିବା ଦୂରତା ହ୍ରାସ କରିବି’

କେନ୍ଦୁଝର(ପ୍ରଣୟ ପାଣି): ସର୍ବ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଚମକିଲେ ବଡ଼ବିଲର ୟାଶ ଜାଲୁକା। ସେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଉନ୍ନୟନ ମୂଳକ କାମ କରି ସରକାର ଓ ଜନତା ଭିତରେ ଥିବା ଦୂରତା ହ୍ରାସ୍‌ କରିବା ମୂଳଲକ୍ଷ୍ୟ ହେବ ବୋଲି ୟାଶ୍‌ ଜାଲୁକା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଛନ୍ତି ମନୋଜ ଜାଲୁକା। ତାଙ୍କ ସାନ ପୁଅ ୟାଶ ଜାଲୁକା ସର୍ଵ ଭାରତୀୟ ସିଭିଲ ସର୍ଭିସ […]

IAS-Topper

IAS-Topper

Manoranjan Sial
  • Published: Saturday, 25 September 2021
  • Updated: 25 September 2021, 06:52 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ସର୍ବ ଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଚମକିଲେ ବଡ଼ବିଲର ୟାଶ ଜାଲୁକା। ସେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଉନ୍ନୟନ ମୂଳକ କାମ କରି ସରକାର ଓ ଜନତା ଭିତରେ ଥିବା ଦୂରତା ହ୍ରାସ୍‌ କରିବା ମୂଳଲକ୍ଷ୍ୟ ହେବ ବୋଲି ୟାଶ୍‌ ଜାଲୁକା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ପଞ୍ଚବଟି ରେସିଡେନ୍ସିରେ ସପରିବାର ରହୁଛନ୍ତି ମନୋଜ ଜାଲୁକା। ତାଙ୍କ ସାନ ପୁଅ ୟାଶ ଜାଲୁକା ସର୍ଵ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ୨୦୨୦ ମସିହାରେ ପ୍ରଥମ ଥର ପାଇଁ ସେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। ପ୍ରଥମ ସୁଯୋଗରେ ସେ ସର୍ବଭାରତୀୟ ସ୍ଥରରେ ୪ର୍ଥ ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢ଼ିଥିଲେ। ୨୦୧୨ ମସିହାରେ ସେ ମାଟ୍ରିକ୍‌ ପାସ୍‌ କରିବା ପରେ ଡିଭିଏସ୍‌ ବୋକାରୋରେ ଯୁକ୍ତ ଦୁଇ ପଢ଼ିଥିଲେ। ତା’ପରେ ସେ ଦିଲ୍ଲୀ ଚାଲି ଯାଇଥିଲେ। ସେ ଦିଲ୍ଲୀ କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ୍‌ ଓ  ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସେ ଅର୍ଥ ଶାସ୍ତ୍ରକୁ ତାଙ୍କର ଅଫ୍‌ସନାଲ ରଖିଥିଲେ।

ୟାଶଙ୍କ ପିତା ଜଣେ ବ୍ୟବସାୟୀ। ତାଙ୍କ ମୂଳ ଘର ଝାରଖଣ୍ଡ ରାଜ୍ୟର ବୋକାରରେ ହୋଇଥିବା ବେଳେ ପୂରା ପରିବାର ୨୦ ବର୍ଷରୁ ଅଧିକ ସମୟ ଧରି ବଡ଼ବିଲରେ ରହି ଆସୁଛନ୍ତି। ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଆଉ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ଅଛନ୍ତି। ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ସଫଳତା ପାଇଁ ତାଙ୍କ ପିତାମାତା, ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥୀଙ୍କୁ ୟାଶ ଶ୍ରେୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story