ଆହୁରି କଲବଲ କରିବ ତାତି, ୨୮ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ତତଲା କଢେଇରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ଆଗାମୀ ୨୮ ତାରିଖ ଯାଏଁ  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭବିଷ୍ୟବାଣୀ ପାଣିପାଗ ବିଭାଗ  । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର  ଆକଳନ ଅନୁଯାୟୀ, ଆଉ ୩ ଦିନ ଜାରି ରହିବ ଏମିତି ସ୍ଥିତି […]

heat-weave

heat-weave

Niharika Rout
  • Published: Monday, 25 April 2022
  • Updated: 25 April 2022, 11:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ତତଲା କଢେଇରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ଆଗାମୀ ୨୮ ତାରିଖ ଯାଏଁ  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭବିଷ୍ୟବାଣୀ ପାଣିପାଗ ବିଭାଗ  ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର  ଆକଳନ ଅନୁଯାୟୀ, ଆଉ ୩ ଦିନ ଜାରି ରହିବ ଏମିତି ସ୍ଥିତି । ଅନେକ ସ୍ଥାନରେ ପାରଦ ସ୍ୱାଭାବକିଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ । ଆଜିଠୁ ଆସନ୍ତା ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ  । ଏଣୁ ଆଗାମୀ ୨୮ ତାରିଖ ଯାଏଁ ଜାରି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ସୋନପୁର, ବୌଦ୍ଧ, ବଲାଙ୍ଗୀର,ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାତି  ସ୍ୱାଭାବିକ ତାପମାତ୍ରାଠାରୁ  ୩ରୁ ୫ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି  ।

ସୂଚନାଯୋଗ୍ୟ, ଗତକାଲି  ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରହିଥିଲା।  ୪୩.୮ ଡିଗ୍ରୀ ସହ ସୋନପୁର ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । କେବଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ଅନୁଗୁଳ ୪୩.୧, ତାଳଚେର ୪୩, ବଲାଙ୍ଗିର ୪୨.୩ ଡିଗ୍ରୀ ରେକର୍ଡ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story