‘ହଁ ମୁଁ  ପିସି ମାଗିଛି କ’ଣ କରିବ ଯାଅ’

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପିସି ନାହିଁ ତ ବିଲ ନାହିଁ l ନୟାଗଡ଼ ଖଣ୍ଡପଡା ବ୍ଲକରେ ଠିକାଦାରଙ୍କୁ ପିସି ନଦେଲେ ବିଲ ହେବନାହିଁ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ l ପିସି ପାଇଁ   ସ୍ଥାନୀୟ ସହକାରୀ ଯନ୍ତ୍ରୀ ଜଣେ ଠିକାଦାରଙ୍କୁ ଏହି ଧମକ ଦେବାର  ଅଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି l ଅନ୍ୟପକ୍ଷେ ଗଣମାଧ୍ୟମ ପ୍ରତିନିଧି ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମାଗିବାରୁ ହଁ ମୁଁ  ପିସି ମାଗିଛି […]

bbnm

bbnm

Tapas Behera
  • Published: Sunday, 02 May 2021
  • Updated: 02 May 2021, 04:10 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପିସି ନାହିଁ ତ ବିଲ ନାହିଁ l ନୟାଗଡ଼ ଖଣ୍ଡପଡା ବ୍ଲକରେ ଠିକାଦାରଙ୍କୁ ପିସି ନଦେଲେ ବିଲ ହେବନାହିଁ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ l ପିସି ପାଇଁ   ସ୍ଥାନୀୟ ସହକାରୀ ଯନ୍ତ୍ରୀ ଜଣେ ଠିକାଦାରଙ୍କୁ ଏହି ଧମକ ଦେବାର  ଅଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି l ଅନ୍ୟପକ୍ଷେ ଗଣମାଧ୍ୟମ ପ୍ରତିନିଧି ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମାଗିବାରୁ ହଁ ମୁଁ  ପିସି ମାଗିଛି କଣ କରିବ କହି ଧମକ ଦେଉଛନ୍ତି ଖଣ୍ଡପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ।

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କନ୍ଧ-ପଥରାପଲ୍ଲୀ ଗାଁର ଗଣେଶ୍ୱର ନାୟକ ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ  ୪ ଲକ୍ଷ୍ୟ ୯୫  ହଜାର ଟଙ୍କାର କାର୍ଯ୍ୟଦେଶ ପାଇଥିଲେ। ତେବେ ୧ ଲକ୍ଷ୍ୟ ୭୧ ହଜାର ଟଙ୍କାର ରନିଂ  ବିଲ ଉଠାଇବା ପାଇଁ ବ୍ଲକକୁ ଦୀର୍ଘ ଦୁଇ ମାସ ଧରି ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ଗଣେଶ୍ୱର l ତେବେ ବିଲ କରିବାକୁ ଗଣେଶ୍ୱରଙ୍କୁ ସ୍ଥାନୀୟ ଖଣ୍ଡପଡା ସହକାରୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ୪ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଏ ନେଇ ନିଜର ଅସହାୟତା ପ୍ରକାଶ କରି ଗଣେଶ୍ୱର  ନୟାଗଡ଼ ଜିଲ୍ଲାପାଳଙ୍କ ପକ୍ଷେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷରେ   ଠିକାଦାରଙ୍କୁ ଲାଞ୍ଚ ମାଗିବା ନେଇ ଖୋଦ ସହକାରୀ ଯନ୍ତ୍ରୀ ନିଜେ ସ୍ୱୀକାର କରିଥିବା ବେଳେ ଗଣମାଧମକୁ ଖୁଲମ ଖୁଲା ଭାବେ ଧମକ ମଧ୍ୟ ଦେଉଛନ୍ତି ଯନ୍ତ୍ରୀ।

ପିସି କରବାର ନେଇ ବ୍ଲକ ପରିସରରେ  ଯନ୍ତ୍ରୀଙ୍କ ଖୁଲମ ଖୁଲମ ଧମକ ରାଜ୍ୟ ସରକାରଙ୍କ 5ଟି ଓ ମୋ ସରକାରର  ଧଜିଆ ଉଡାଉଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କିଭଳି  କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story