ମଧ୍ୟପ୍ରଦେଶରେ ଚାଷୀ ହତ୍ୟା ଘଟଣାକୁ ବିରୋଧ, ଭୁବନେଶ୍ୱର ଷ୍ଟେସନରେ ଯୁବ କଂଗ୍ରେସର ରେଳରୋକ

ଭୁବନେଶ୍ୱର: ମଧ୍ୟପ୍ରଦେଶ ମନ୍ଦସୌରରେ ଚାଷୀ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବ କଂଗ୍ରେସ ପକ୍ଷରୁ ରେଳ ରୋକ କରାଯାଇଛି।  ଏହା ସହ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗିରଫଦାରୀର ମଧ୍ୟ ପ୍ରତିବାଦ କରିଛି ସଂଗଠନ। ଯୁବ କଂଗ୍ରେସ କର୍ମୀମାନେ ଆଜି କଂଗ୍ରେସ ଭବନରୁ ବାହାରି ରେଳ ଷ୍ଟେସନ ଅଭିମୁଖେ ଯାଇ ପ୍ରତିବାଦ କରିଥିଲେ। ଏହି ସମୟରେ ଫଲକନାମା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଟ୍ରେନ୍ ଅଟକାଇଥିଲେ।

congress

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 01:51 PM IST

ଭୁବନେଶ୍ୱର: ମଧ୍ୟପ୍ରଦେଶ ମନ୍ଦସୌରରେ ଚାଷୀ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବ କଂଗ୍ରେସ ପକ୍ଷରୁ ରେଳ ରୋକ କରାଯାଇଛି।  ଏହା ସହ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗିରଫଦାରୀର ମଧ୍ୟ ପ୍ରତିବାଦ କରିଛି ସଂଗଠନ।

ଯୁବ କଂଗ୍ରେସ କର୍ମୀମାନେ ଆଜି କଂଗ୍ରେସ ଭବନରୁ ବାହାରି ରେଳ ଷ୍ଟେସନ ଅଭିମୁଖେ ଯାଇ ପ୍ରତିବାଦ କରିଥିଲେ। ଏହି ସମୟରେ ଫଲକନାମା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଟ୍ରେନ୍ ଅଟକାଇଥିଲେ।

Related story