ନାଟମଣ୍ଡପ ଉପରୁ ଧରାହେଲେ ବଙ୍ଗୀୟ ଯୁବକ; ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଆଜି ଜଣେ ବଙ୍ଗୀୟ ଯୁବକ ଚଢ଼ି ଯାଇଥିଲେ। ଚୂନରା ସେବକ ଓ ଜେଟିପି ମାନେ ମିଶି ତାଙ୍କୁ ଧରିଥିଲେ। ପୁଲିସ୍ ଏହି ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଛି। ଅଟକ ଯୁବକଙ୍କ ନାଁ ରାକେଶ ହଜେରା। ଆଜି ମଧ୍ୟାହ୍ନରେ ରାକେଶ ଧୁକୁଡ଼ି ଦ୍ୱାର ଦେଇ ଦର୍ଶନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ନିୟୋଜିତ ଜେଟିପିମାନେ ତାଙ୍କୁ ବାଧା ଦେଇଥିଲେ। କାରଣ କୌଣସି ଭକ୍ତଙ୍କୁ ସେହି ଦ୍ୱାର ଦେଇ ଦର୍ଶନ […]

Detained Youth

Detained Youth

Jitendra Garnayak
  • Published: Monday, 16 May 2022
  • Updated: 16 May 2022, 08:15 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଆଜି ଜଣେ ବଙ୍ଗୀୟ ଯୁବକ ଚଢ଼ି ଯାଇଥିଲେ। ଚୂନରା ସେବକ ଓ ଜେଟିପି ମାନେ ମିଶି ତାଙ୍କୁ ଧରିଥିଲେ। ପୁଲିସ୍ ଏହି ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଛି।

ଅଟକ ଯୁବକଙ୍କ ନାଁ ରାକେଶ ହଜେରା। ଆଜି ମଧ୍ୟାହ୍ନରେ ରାକେଶ ଧୁକୁଡ଼ି ଦ୍ୱାର ଦେଇ ଦର୍ଶନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ନିୟୋଜିତ ଜେଟିପିମାନେ ତାଙ୍କୁ ବାଧା ଦେଇଥିଲେ। କାରଣ କୌଣସି ଭକ୍ତଙ୍କୁ ସେହି ଦ୍ୱାର ଦେଇ ଦର୍ଶନ ପାଇଁ ଯିବାକୁ ଅନୁମତି ନାହିଁ। ତା’ପରେ ସେ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପରେ ଚଢ଼ି ଜଗମୋହନ ଆଡ଼କୁ ଅଗ୍ରସର ହେଉଥିବା ବେଳେ କିଛି ସେବାୟତ ଓ ଜେଟିପି ତାଙ୍କୁ ଦେଖିଥିଲେ। ଏହା ସମୟରେ କିଛି ସେବାୟତ ତାଙ୍କୁ ଦେଖିଥିଲେ। ଏହା ପରେ ଚୂନରା ସେବକ ଓ ଜେଟିପି ମାନେ ତାଙ୍କୁ ନାଟମଣ୍ଡପରୁ ତଳକୁ ଆଣିଥିଲେ।

କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପ ଉପରେ ଚଢ଼ିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ସନ୍ଦେହ କରାଯାଉଛି। ସେ ବାରମ୍ବାର ମୁଣ୍ଡିଆ ମାରୁଛନ୍ତି। ସେ ତାଙ୍କ ପରିବାର ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍‌ର ଯୋଗାଯୋଗ ହୋଇପାରି ନାହିଁ। ସେ ପୁରୀ ଏକା ଆସିଛନ୍ତି ନା ତାଙ୍କ ପରିବାର ଲୋକେ ବି ଆସିଛନ୍ତି, ତାହା ଜଣାପଡ଼ିନାହିଁ। ପୁଲିସ୍ ତାଙ୍କୁ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଘଟଣା ପରେ ପୁଣି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। କାରଣ ଗତ ମାସରେ ଶ୍ରୀମନ୍ଦିର ରୋଷ ଘରେ ପଶି ଜଣେ ଯୁବକ ୪୦ରୁ ଅଧିକ ଚୁଲି ଭାଙ୍ଗି ଦେଇଥିଲେ। ତା’ପରେ ଚଳିତ ମାସ ୧ ତାରିଖରେ ଜଣେ କିନ୍ନର ସିଂହଦ୍ଵାର ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆଉ ଆଜି ଜଣେ ଯୁବକ ନାଟମଣ୍ଡପ ଉପରେ ଚଢ଼ି ଜଗମୋହନ ଆଡ଼କୁ ଅଗ୍ରସର ହେବା ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story