ରକ୍ତର ସମ୍ପର୍କ ଭୁଲିଗଲେ ବାପ-ପୁଅ: ବିଚ୍‌ ବଜାରରେ ପିଟିଲେ, କଇଁଚିରେ ଭୁଷିଲେ

ବୌଦ୍ଧ (ଦୀପକ ଅଦର): ରକ୍ତର ସମ୍ପର୍କ ଭୁଲି ଗଲେ ବାପ-ପୁଅ। ବିଚ୍‌ ବଜାରରେ ସର୍ବ ସମ୍ମୁଖରେ ନିଜ ଜନ୍ମକଲା ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପରେ ସାନ ପୁଅ ସହ ମିଶି କଇଁଚିରେ ଭୁଷି ହତ୍ୟା କରିଥିଲେ। ଆଜି ଏପରି ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି। ଜମି ବାଡି ବିବାକୁ ନେଇ ବଡ଼ପୁଅକୁ ସାନପୁଅ ସହ ମିଶି ବାପା ଅତ୍ୟା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ […]

Boudh

Boudh

Manoranjan Sial
  • Published: Thursday, 11 August 2022
  • Updated: 11 August 2022, 09:19 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ରକ୍ତର ସମ୍ପର୍କ ଭୁଲି ଗଲେ ବାପ-ପୁଅ। ବିଚ୍‌ ବଜାରରେ ସର୍ବ ସମ୍ମୁଖରେ ନିଜ ଜନ୍ମକଲା ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପରେ ସାନ ପୁଅ ସହ ମିଶି କଇଁଚିରେ ଭୁଷି ହତ୍ୟା କରିଥିଲେ। ଆଜି ଏପରି ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି। ଜମି ବାଡି ବିବାକୁ ନେଇ ବଡ଼ପୁଅକୁ ସାନପୁଅ ସହ ମିଶି ବାପା ଅତ୍ୟା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯୁବରାଜପୁର ଗାଁର ସୁବାସ ବାରିକଙ୍କୁ ଦୁଇ ପୁଅ ହେଉଛନ୍ତି ଝରିଆ ଓ ଅଶିତ। ଦୁଇ ପୁଅ ବିବାହିତ ଓ ଅଲଗା ରୁହନ୍ତି। ବଡ଼ପୁଅ ଝରିଆ ପୂଜା ସାମଗ୍ରୀ ବିକ୍ରି କରୁଥିବା ବେଳେ ସାନ ପୁଅ ଅଶିତ ଜଣେ ଟେଲର୍‌। ସୁବାସ କିନ୍ତୁ ସାନପୁଅ ପାଖରେ ରହୁଥିଲେ। ହେଲେ ବଡ଼ ପୁଅଙ୍କ ସହିତ ଜମିବାଡିକୁ ନେଇ ବିବାଦ ଲାଗି ରହୁଥିଲା। ଯେଉଁଥିପାଇଁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା।

ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଝରିଆ ବାରିକ ପୂଜା ସାମଗ୍ରୀ ବିକ୍ରି କରିବା ପାଇଁ ଲୁଣିବାହାଲ ବଜାରକୁ ଯାଇଥିଲେ। ସେ ବଜାରରେ ବିକ୍ରି କରୁଥିବା ବେଳେ ବାପା ସୁବାସ ହାତରେ ଠେଙ୍ଗା ଓ ସାନ ଭାଇ ଅଶିତ କଇଁଚି ଧରି ସେଠାରେ ପହଞ୍ଚି ଥିଲେ। ସର୍ବ ସମ୍ମୁଖରେ ସେମାନେ ଝରିଆଙ୍କୁ ଆକ୍ରମଣ କରିଥିଲେ। ବଜାରରେ ଲୋକ ଗହଳି ଭିତରେ ଝରିଆ ଜୀବନ ବିକଳରେ ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାପ-ପୁଅ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଝରିଆଙ୍କୁ ସୁବାସ ବାଡ଼ିରେ ପିଟିଥିଲା ବେଳେ ଅଶିତ ଲୁଗା କଟା କଇଁଚିରେ ଭୁସି ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ଗୁରୁତର ଆହତ ହୋଇଥିଲେ ଝରିଆ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମର୍ଡର ପରେ ଚମ୍ପଟ ମାରିଥିବା ବାପ-ପୁଅଙ୍କୁ ପୁଲିସ ବୌଦ୍ଧ ଥାନା ସରସରା ନିକଟରୁ କାବୁ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story