ସାନ ଭାଇକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ବଡ଼ଭାଇ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଘଟଣା ସମ୍ୱଲପୁର ଜିଲ୍ଲାରେ ଘଟିଛି। ଶାସନ ଥାନା ଝରଘାଟି ଗାଁରେ ନରେଶ ଖଡ଼ିଆ ଓ ତାଙ୍କ ବଡଭାଇ ନିର୍ମଳ ଖଡ଼ିଆଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିର୍ମଳ ଏକ ଧାରୁଆ ଟାଙ୍ଗିଆରେ ନରେଶଙ୍କୁ ହାଣିଥିଲେ। ଫଳରେ ନରେଶଙ୍କ ବେକ, ପେଟ ଓ ପିଠି ଗଭୀର କ୍ଷତ […]

sambalpur

sambalpur

Manoranjan Sial
  • Published: Monday, 24 February 2020
  • Updated: 24 February 2020, 07:38 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଘଟଣା ସମ୍ୱଲପୁର ଜିଲ୍ଲାରେ ଘଟିଛି।

ଶାସନ ଥାନା ଝରଘାଟି ଗାଁରେ ନରେଶ ଖଡ଼ିଆ ଓ ତାଙ୍କ ବଡଭାଇ ନିର୍ମଳ ଖଡ଼ିଆଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିର୍ମଳ ଏକ ଧାରୁଆ ଟାଙ୍ଗିଆରେ ନରେଶଙ୍କୁ ହାଣିଥିଲେ। ଫଳରେ ନରେଶଙ୍କ ବେକ, ପେଟ ଓ ପିଠି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଅନ୍ୟପକ୍ଷରେ ଆକ୍ରମଣ ପରେ ବଡ଼ ଭାଇ ନିର୍ମଳ କବାଟ କିଳି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story