ଗାଡ଼ି ଭିତରେ ପାଗଳ ପ୍ରେମିକର ଉତ୍ପାତ

ରାଉରକେଲା(ପୱନ ତୀୱାରି): ପ୍ରଥମେ ପ୍ରେମ ନିବେଦନ କଲେ। ବିଫଳ ହେବାରୁ ଅସଦାଚରଣ କଲେ। ଆଉ ଏହି ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ଟ୍ରେନରେ ଜଣେ ନାବାଳିକା କୁ ଅସଦାଚରଣ ଓ ଦୁର୍ବ୍ୟବହାର ପାଇଁ ରାଉରକେଲା ଜିଆରପି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ପଶ୍ଚିମ ବଙ୍ଗ ମୁର୍ଶୀଦାବାଦ ର ବୋଲି ଜଣାପଡିଛି। ଆଜି ଏଲଟିଟି-ଟାଟା ଏକ୍ସପ୍ରେସ ଟ୍ରେନରେ ଯୁବକ ଜଣକ ଏପରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜଣେ ନାବାଳିକାକୁ ସମ୍ପୃକ୍ତ ଯୁବକ ଟ୍ରେନ […]

8901-11

8901-11

Tapas Behera
  • Published: Monday, 30 November 2020
  • Updated: 30 November 2020, 06:55 PM IST

ରାଉରକେଲା(ପୱନ ତୀୱାରି): ପ୍ରଥମେ ପ୍ରେମ ନିବେଦନ କଲେ। ବିଫଳ ହେବାରୁ ଅସଦାଚରଣ କଲେ। ଆଉ ଏହି ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ଟ୍ରେନରେ ଜଣେ ନାବାଳିକା କୁ ଅସଦାଚରଣ ଓ ଦୁର୍ବ୍ୟବହାର ପାଇଁ ରାଉରକେଲା ଜିଆରପି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ପଶ୍ଚିମ ବଙ୍ଗ ମୁର୍ଶୀଦାବାଦ ର ବୋଲି ଜଣାପଡିଛି।

ଆଜି ଏଲଟିଟି-ଟାଟା ଏକ୍ସପ୍ରେସ ଟ୍ରେନରେ ଯୁବକ ଜଣକ ଏପରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜଣେ ନାବାଳିକାକୁ ସମ୍ପୃକ୍ତ ଯୁବକ ଟ୍ରେନ ଭିତରେ ବହୁବାର ଦୁର୍ବ୍ୟବହାର କରିଥିବା ନାବାଳିକାଙ୍କ ପରିବାର ଲୋକେ ଟାଟା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଉରକେଲା ଜିଆରପି ଏହି ଘଟଣାରେ ଯୁବକଙ୍କୁ ଗିରଫ କରି ସୁନ୍ଦରଗଡ଼ର ପକସୋ କୋର୍ଟକୁ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ ଯୁବକ ଜଣକ ଉକ୍ତ ନାବାଳିକାଙ୍କୁ ପ୍ରଥମେ ପ୍ରେମ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ନାବାଳିକା ଜଣକ ଏଥିରେ ରାଜି ହୋଇନଥିଲେ। ଏହା ପରେ ଯୁବକ ଜଣକ ଉକ୍ତ ନାବାଳିକାଙ୍କ ପିଛା କରିଥିଲେ ଓ ତାଙ୍କ ସହିତ ଜୋରଜବରଦସ୍ତ ଅସଦାଚରଣ କରିଥିଲେ। ବାରମ୍ବାର ତାଙ୍କ ସହିତ ଦୁର୍ବ୍ୟବହାର କରିଥିବାରୁ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ସମ୍ପର୍କୀୟ ଟାଟା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ରାଉରକେଲା ଜିଆରପି ଉକ୍ତ ଯୁବକ ଜଣକୁ ରାଉରକେଲା ଷ୍ଟେସନରେ ଅଟକ ରଖିଥିଲେ ଓ ପରେ ଗିରଫ କରି କୋର୍ଟ ଚାଲାଣ  କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story