ଯୁବତୀଙ୍କୁ ଦୁଷ୍କର୍ମ କରି ଫଟୋ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

ଆସିକା(ମନୋଜ ମୁନି): ଆସିକା ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ଫଟୋ ଭାଇରାଲ ଅଭିଯୋଗରେ ପୁଲିସ କୈଳାସ ସାହୁ ଓରଫ ସମୀର ନାମକ ଯୁବକକୁ ଗିରଫ କରିଛି। ଗିରଫ ସମୀରଙ୍କ ଘର ବ୍ରହ୍ମପୁର ତାଲୁକ ରୋଡ ଥାନା ସୀତାରାମ ସାହିରେ। ଯୁବତୀଙ୍କ ଅଭିଯୋକୁ ଭିତ୍ତି କରି ଆସିକା ଥାନା କେସ ନଂ-୨୦ ରେ ମାମଲା ରୁଜୁ କରି  ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଉପଖଣ୍ଡ ଚିକିତ୍ସାଲୟ ରେ […]

no rape

no rape

Tapas Behera
  • Published: Thursday, 14 January 2021
  • Updated: 14 January 2021, 09:33 PM IST

Sports

Latest News

ଆସିକା(ମନୋଜ ମୁନି): ଆସିକା ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ଫଟୋ ଭାଇରାଲ ଅଭିଯୋଗରେ ପୁଲିସ କୈଳାସ ସାହୁ ଓରଫ ସମୀର ନାମକ ଯୁବକକୁ ଗିରଫ କରିଛି। ଗିରଫ ସମୀରଙ୍କ ଘର ବ୍ରହ୍ମପୁର ତାଲୁକ ରୋଡ ଥାନା ସୀତାରାମ ସାହିରେ।

ଯୁବତୀଙ୍କ ଅଭିଯୋକୁ ଭିତ୍ତି କରି ଆସିକା ଥାନା କେସ ନଂ-୨୦ ରେ ମାମଲା ରୁଜୁ କରି  ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଉପଖଣ୍ଡ ଚିକିତ୍ସାଲୟ ରେ ପୁଲିସ ଉଭୟଙ୍କ ଡାକ୍ତରୀ ମାଇନା  କରିବା  ସହ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ଼ କରିଛି। ଅଭିଯୋଗ ଅନୁଯାଇ ଯୁବତୀଙ୍କୁ ସମ୍ପୃକ୍ତ  ଯୁବକ +୨ ଶ୍ରେଣୀରେ ନାମ ଲେଖାଇବାକୁ ସହଯୋଗ କରିବା ବାହାନାରେ ବ୍ରହ୍ମପୁରରେ ଏକ ହୋଟେଲରେ ଲସି ପାନୀୟରେ ନିଶା ଦେଇ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ସେହି ସମୟର ଫଟୋ ଉତ୍ତୋଳନ କରି ତାଙ୍କୁ ବ୍ଲାକ୍ ମେଲ କରିବାସହ ପରେ ଅଗଷ୍ଟ ମାସରେ ତାଙ୍କ ଗ୍ରାମ ଛତୁ ଫାର୍ମରେ ମଧ୍ୟ ଦୁଷ୍କର୍ମ କରିଥିଲା।  ଏପରିକି କାହାକୁ କହିଲେ ତାଙ୍କୁ ଓ ତାଙ୍କ ବାପାଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story