ପୂର୍ବ ଶତ୍ରୁତାରୁ ହାଣି ଦେଲେ

<p>ଖୋର୍ଦ୍ଧା( ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଦାଦା ଏବଂ ପୁତରା ଖଣ୍ଡାରେ ଗୋଡ ଓ ହାତକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନାର ତିରିମଲ ଗାଁରେ। ଆହତ ଜଣଙ୍କ ହେଲେ ଅନାମ ସାହୁ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।</p> <p>ଅଭିଯୋଗ ଅନୁସାରେ, କିଛିବର୍ଷ ପୂର୍ବେ ଅନାମଙ୍କ ସାଙ୍ଗ ଟିକି ଜେନା ଏକ ଝିଅକୁ ପ୍ରେମ କରି ମାସେ ଧରି ଘରେ ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ଅନାମ ଏହାକୁ ବିରୋଧ କରିବାରୁ ଟିକି ଉକ୍ତ ଝିଅକୁ ବିବାହ କରିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଟିକି ଓ ତାଙ୍କ ଦାଦା ବିଜୁ ଜେନା ମିଶି ଗତକାଲି ରାତିରେ ଅନାମକୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।</p>

Ordigital Desk
  • Published: Wednesday, 07 February 2018
  • Updated: 07 February 2018, 08:06 AM IST

Sports

Latest News

<p>ଖୋର୍ଦ୍ଧା( ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଦାଦା ଏବଂ ପୁତରା ଖଣ୍ଡାରେ ଗୋଡ ଓ ହାତକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନାର ତିରିମଲ ଗାଁରେ। ଆହତ ଜଣଙ୍କ ହେଲେ ଅନାମ ସାହୁ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।</p><p>ଅଭିଯୋଗ ଅନୁସାରେ, କିଛିବର୍ଷ ପୂର୍ବେ ଅନାମଙ୍କ ସାଙ୍ଗ ଟିକି ଜେନା ଏକ ଝିଅକୁ ପ୍ରେମ କରି ମାସେ ଧରି ଘରେ ରଖିବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ଅନାମ ଏହାକୁ ବିରୋଧ କରିବାରୁ ଟିକି ଉକ୍ତ ଝିଅକୁ ବିବାହ କରିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଟିକି ଓ ତାଙ୍କ ଦାଦା ବିଜୁ ଜେନା ମିଶି ଗତକାଲି ରାତିରେ ଅନାମକୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos