ଆସିକା (ମନୋଜ ମୁନି) : ପ୍ରେମ ବିବାହ ଓ ପ୍ରତାରଣାର ଘଟଣାକୁ ନେଇ ଗଂଜାମ ଜିଲ୍ଲାରୁ ଆସିଛି ଏହି ଖବର । ପ୍ରେମ ବିବାହ ପରେ ପ୍ରତାରକ ସାଜିଲା ସ୍ୱାମୀ। ସ୍ତ୍ରୀକୁ ଛାଡି ହୋଇଯାଇଛି ଫେରାର୍ ।
ମିଳିଥିବା ସୂଚନା ମୁତାବକ, କବିସୂର୍ଯ୍ୟନଗର ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରେମ ବିବାହ କରିଥିଲେ ଜଣେ ଯୁବକ। ପରେ ପ୍ରେମିକ ଜଣକ ପ୍ରତାରଣା କରି ଫେରାର ହୋଇଯାଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ଯୁବତୀ।
ଗତ ଦୁଇ ଦିନ ହେବ ଏତଲା ଦେଇଥିବା ବେଳେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଯୁବତୀ ଏବଂ ନ୍ୟାୟ ଦାବି କରି ଗତ ଦୁଇ ଦିନ ହେବ ଥାନାରେ ଧାରଣାରେ ବସିଛନ୍ତି । ପୁଲିସ ଏନେଇ କିଛି ପ୍ରତିକ୍ରିୟା ଦେଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ
ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ପୁରୀରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।
Miscellaneous
ଲୋକଙ୍କ ପାଇଁ ଆସିଥିଲା, ରାସ୍ତାକଡ଼ରୁ ମିଳିଲା ପୁଳା ପୁଳା ମେଡିସିନ
ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।
Crime
ତୋରଣ ପୋତାକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ, ୧୬୩ ଧାରା ଲାଗୁ
ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩।
Crime
ରାତିରେ କଥା କଟାକଟି, ସକାଳୁ ରେଳ ଧାରଣାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା।
Accident
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା, ଡ୍ରାଇଭର ଜୀବନ୍ତ ଦଗ୍ଧ
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଲାଗି ଯାଇଛି ନିଆଁ। ଏହି ନିଆଁରେ ଜଣେ ଟ୍ରକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।