ରାତିରେ ଆଜବେଷ୍ଟସ୍‌ ଭାଙ୍ଗି ଘରେ ପଶିଥିଲା! ସକାଳେ ମାଟି ତଳୁ ମିଳିଲା ମୃତଦେହ

ଜଳେଶ୍ୱର(ଅଜିତ ଦାସ): ଯୁବକଙ୍କୁ ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ରାତି ଅଧରେ ଆଜବେଷ୍ଟସ୍‌ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଯିବା ଭୟରେ ମହିଳା ଜଣକ ଲଙ୍କାଗୁଣ୍ଡ ଫିଙ୍ଗି ଦେଇଥିଲେ। ସକାଳେ ବିଲ ମଝିରେ ମାଟିତଳୁ ମିଳିଲା ଯୁବକଙ୍କ ମୃତଦେହ। ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି। ପୁଲିସ ଏହି ମାମଲାରେ ମହିଳା, ତାଙ୍କ […]

Crime

Crime

Manoranjan Sial
  • Published: Thursday, 23 September 2021
  • Updated: 23 September 2021, 06:34 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଯୁବକଙ୍କୁ ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ରାତି ଅଧରେ ଆଜବେଷ୍ଟସ୍‌ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଯିବା ଭୟରେ ମହିଳା ଜଣକ ଲଙ୍କାଗୁଣ୍ଡ ଫିଙ୍ଗି ଦେଇଥିଲେ। ସକାଳେ ବିଲ ମଝିରେ ମାଟିତଳୁ ମିଳିଲା ଯୁବକଙ୍କ ମୃତଦେହ। ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି। ପୁଲିସ ଏହି ମାମଲାରେ ମହିଳା, ତାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ବଡ଼କସବା ଗାଁର ତରୁଣ ପାତ୍ର ଜଣେ ବିବାହିତ ପୁରୁଷ। ତାଙ୍କର ସ୍ତ୍ରୀ ଓ ପିଲା ଅଛନ୍ତି। ଏହା ସତ୍ତ୍ୱେ ସେ ସେ ଦୀର୍ଘ ଦିନ ଧରି ଜଣେ ମହିଳାଙ୍କ ସହିତ ଚୋରା ପିରତି ରଖିଥିଲେ। ଆଉ ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଅନବରତ ସେ ତାଙ୍କ ଘରକୁ ଯାଉଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ୱିତ ରାତିରେ ତରୁଣ ଆଜବେଷ୍ଟସ୍‌ ଭାଙ୍ଗି ମହିଳାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ଘରେ ତାଙ୍କ ସ୍ୱାମୀ ଥିବାରୁ ମହିଳା ଜଣକ ତରୁଣ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଦେଇଥିଲେ।

ଆଖିରେ ଲଙ୍କା ଗୁଣ୍ଡା ପଡ଼ିବା ପରେ ତରୁଣ ପଳାଇ ଆସିଥିଲା। ମହିଳା ଓ ତାଙ୍କ ସ୍ୱାମୀ ରାତିରେ ତାଙ୍କୁ ପିଛା କରିଥିଲେ। ଘରଠାରୁ ୧୦୦ ମିଟର ଦୂରରେ ଅତି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଧାନ ବିଲ ମଝିରେ ଗାତ ଖୋଳି ପୋତି ଦେଇଥିଲେ।

ସେପଟେ ତରୁଣ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ତେବେ ଆଜି ସକାଳେ ପ୍ରଧାନମନ୍ତ୍ରୀ ସଡ଼କ ପାର୍ଶ୍ୱରେ ରକ୍ତ ଛିଟା ଓ ଗୋଟିଏ ରକ୍ତାକ୍ତ କାତି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ କାତି ଜବତ କରିବା ସହି ଖୋଜାଖୋଜି କରି ବିଲ ମଝିରେ ପୋତା ଯାଇଥିବା ମୃତଦେହ ଜବତ କରିଛି।

ବାଲିଆପାଳ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରତି ଯୋଗୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି। ଏହି ମାମଲାରେ ସ୍ୱାମୀ, ସ୍ତ୍ରୀଙ୍କ ସମେତ ଅନ୍ୟ ଜଣକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story