ଏବେ ଏବେ ଗଢ଼ିଥିଲେ ପ୍ରେମ ବସା, ନିଆଁ ଲଗାଇଦେଲା ଭୂତାଣୁ

ଆଳି(ବନମାଳୀ ସାହୁ): ଚତୁର୍ଥୀ ହୋମର ନିଆଁ ଲିଭିନାହିଁ କି ପାଦରୁ ଅଳତା ଲିଭିନାହିଁ! ହେଲେ ମଥାରୁ ଲିଭିଗଲା ସିନ୍ଦୂର। ଚତୁର୍ଥୀବାସି ଦିନ ଅଦ୍ରୁଶ୍ୟ ଭୂତାଣୁ ରେ ପ୍ରାଣ ହରାଇଲେ ସାତ ଜନମର ଜୀବନ ସାଥୀ। ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ଦୁର୍ଗାଦେବୀପଡା ଗାଁରୁ ଆସିଛି। ରାଜକନିକା ଥାନା ଦୁର୍ଗାଦେବୀପଡା ଗାଁର ସଞ୍ଜୟ କୁମାର ନାୟକ ନିଜର ବଡ଼ଭାଇଙ୍କ ସହ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରନ୍ତି। ବାହା ହେବା ପାଇଁ ସେ […]

ali

ali

Manoranjan Sial
  • Published: Monday, 17 May 2021
  • Updated: 17 May 2021, 05:55 PM IST

Sports

Latest News

ଆଳି(ବନମାଳୀ ସାହୁ): ଚତୁର୍ଥୀ ହୋମର ନିଆଁ ଲିଭିନାହିଁ କି ପାଦରୁ ଅଳତା ଲିଭିନାହିଁ! ହେଲେ ମଥାରୁ ଲିଭିଗଲା ସିନ୍ଦୂର। ଚତୁର୍ଥୀବାସି ଦିନ ଅଦ୍ରୁଶ୍ୟ ଭୂତାଣୁ ରେ ପ୍ରାଣ ହରାଇଲେ ସାତ ଜନମର ଜୀବନ ସାଥୀ। ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ଦୁର୍ଗାଦେବୀପଡା ଗାଁରୁ ଆସିଛି।

ରାଜକନିକା ଥାନା ଦୁର୍ଗାଦେବୀପଡା ଗାଁର ସଞ୍ଜୟ କୁମାର ନାୟକ ନିଜର ବଡ଼ଭାଇଙ୍କ ସହ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରନ୍ତି। ବାହା ହେବା ପାଇଁ ସେ ଗତ ୧ ତାରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବାର ୨ରୁ ୩ ଦିନ ଭିତରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ଏଥିପାଇଁ ସେ ମେଡିସିନ୍‌ ଷ୍ଟୋରରୁ ଔଷଧ ଖାଇଥିଲେ।

ଜ୍ୱର ଭଲ ହେବା ପରେ ଗତ ୯ ତାରିଖରେ ସଞ୍ଜୟଙ୍କ ବାହାଘର ହୋଇଥିଲା। ସେ ରାଜକନିକା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବେଶ୍‌ ଖୁସିରେ ଥିଲେ ସଞ୍ଜୟ।

ଚତୁର୍ଥୀ ରାତିରେ ସଞ୍ଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତା’ପରଦିନ ଅର୍ଥାତ ୧୩ ତାରିଖରେ ତାଙ୍କୁ ପରିବାର ଲୋକେ ଯାଜପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏପଟେ ତାଙ୍କ ଆର୍‌ଟିପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି।

ସଂସାର ଗଢ଼ିବା ଆଗରେ ନବବିବାହିତାଙ୍କ ମଥାରୁ ଲିଭିଲା ସିନ୍ଦୂର। ଶାଶୁ ଘର ଛାଡ଼ି ଏବେ ବାପ ଘରେ ରହୁଛି ଝିଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story