ରାତିରେ ଘରେ ଶୋଇଥିଲେ, ଭୁଶୁଡି ପଡ଼ିଲା ମାଟି କାନ୍ଥ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ରାତିରେ ଖାଇପିଇ ଘରେ ଶୋଇଥିଲେ ପୂରା ପରିବାର। ହଠାତ୍‌ ଭୁଶୁଡିଲା ମାଟି କାନ୍ଥ। ଆଉ ସେଥିରେ ପାଚି ହୋଇ ପ୍ରାଣ ହରାଇଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରଥପୁର ଗାଁ ପୁରନ୍ଦର ବଘାର। ଅଳ୍ପକେ ବର୍ତ୍ତିଗଲା ପରିବାରର ଅନ୍ୟମାନଙ୍କ ଜୀବନ। ମଙ୍ଗଳବାର ରାତିରେ ରଥପୁର ଗାଁ ପୁରନ୍ଦର ବଘାର ଘରେ ଶୋଇଥିଲେ। ଏହି ସମୟରେ ହଠାତ୍‌ ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର […]

death

death

Manoranjan Sial
  • Published: Wednesday, 15 September 2021
  • Updated: 15 September 2021, 05:49 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ରାତିରେ ଖାଇପିଇ ଘରେ ଶୋଇଥିଲେ ପୂରା ପରିବାର। ହଠାତ୍‌ ଭୁଶୁଡିଲା ମାଟି କାନ୍ଥ। ଆଉ ସେଥିରେ ପାଚି ହୋଇ ପ୍ରାଣ ହରାଇଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରଥପୁର ଗାଁ ପୁରନ୍ଦର ବଘାର। ଅଳ୍ପକେ ବର୍ତ୍ତିଗଲା ପରିବାରର ଅନ୍ୟମାନଙ୍କ ଜୀବନ।

ମଙ୍ଗଳବାର ରାତିରେ ରଥପୁର ଗାଁ ପୁରନ୍ଦର ବଘାର ଘରେ ଶୋଇଥିଲେ। ଏହି ସମୟରେ ହଠାତ୍‌ ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥିତି ଠିକ୍‌ ସେମିତି ହୋଇଛି। କାରଣ ଗତକିଛି ଦିନ ଆଗରୁ ବର୍ଷା ଅଭାବରୁ ଜିଲ୍ଲାର ଅନେକ ସ୍ଥାନରେ ମାଟି ଫାଟି ଆ’ କରିଥିଲା। ସୃଷ୍ଟି ହୋଇସାରିଥିଲା ମରୁଡି ପରସ୍ଥିତି। ଲୋକେ ଫସଲର ସୁରକ୍ଷା ପାଇଁ ଇନ୍ଦ୍ର ଦେବକୁ ପୂଜା କରିବା ଆରମ୍ଭ କରିଦେଇଥିଲେ। ହେଲେ ଏବେ ସ୍ଥିତି ପୂରା ଅଲଗା। କାରଣ ଦୁଇଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଏବେ ବେହାଲ ହୋଇଛି ଚାଷୀ। ପ୍ରବଳ ବର୍ଷାରେ ଘାଇ ସୃଷ୍ଟି ଚାଷ ନଷ୍ଟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଗାଁରେ ଏବେ ହୋଇଛି ଏଭଳି ସ୍ଥିତି। କାରଣ ପ୍ରବଳ ବର୍ଷାରେ ଗାଁର ୩୦୦ ଏକରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story