ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ନଦୀରେ ଭାସିଗଲେ

ଜଗତସିଂହପୁର (ଶଶାଙ୍କ ପଣ୍ଡା): ସାଙ୍ଗମାନଙ୍କ ସହ ଗାଧୋଇବାକୁ ନଦୀକୁ ଯାଇଥିଲେ। ସାଙ୍ଗମାନେ ଗାଧୋଇ ଘରକୁ ଫେରିଲେ। ହେଲେ ୧୮ ବର୍ଷୀୟ ସୁମନ୍‌ ମଲ୍ଲିକ ଘରକୁ ଫେରିବା ପରିବର୍ତ୍ତେ ନଦୀରେ ଭାସିଗଲେ! ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନି। ଆଜି ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ତିର୍ତ୍ତୋଲ ବ୍ଲକ୍‌ ଆମ୍ବେରୀ ପଞ୍ଚାୟତ ଆମ୍ବେରୀ ଗାଁର ଅଭିନା ମଲ୍ଲିକଙ୍କ ଏକ ମାତ୍ର ପୁଅ ସୁମନ(୧୮) ଆଜି ତାଙ୍କର ଦୁଇ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ପାଇକା […]

Jagatsinghpur

Jagatsinghpur

Manoranjan Sial
  • Published: Wednesday, 30 June 2021
  • Updated: 30 June 2021, 07:15 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ପଣ୍ଡା): ସାଙ୍ଗମାନଙ୍କ ସହ ଗାଧୋଇବାକୁ ନଦୀକୁ ଯାଇଥିଲେ। ସାଙ୍ଗମାନେ ଗାଧୋଇ ଘରକୁ ଫେରିଲେ। ହେଲେ ୧୮ ବର୍ଷୀୟ ସୁମନ୍‌ ମଲ୍ଲିକ ଘରକୁ ଫେରିବା ପରିବର୍ତ୍ତେ ନଦୀରେ ଭାସିଗଲେ! ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନି। ଆଜି ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି।

ତିର୍ତ୍ତୋଲ ବ୍ଲକ୍‌ ଆମ୍ବେରୀ ପଞ୍ଚାୟତ ଆମ୍ବେରୀ ଗାଁର ଅଭିନା ମଲ୍ଲିକଙ୍କ ଏକ ମାତ୍ର ପୁଅ ସୁମନ(୧୮) ଆଜି ତାଙ୍କର ଦୁଇ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ପାଇକା ନଦୀକୁ ଯାଇଥିଲେ। ଗାଧୋଇବା ବେଳେ ସୁମନ ନଦୀ ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ତାଙ୍କର ଦୁଇ ସାଙ୍ଗ। ମାତ୍ର ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଆଖି ଆଗରେ ଭାସିଗଲେ ସୁମନ।

ଦୁଇ ସାଙ୍ଗ ବହୁ କଷ୍ଟରେ ପହଁରି କୂଳକୁ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ସୁମନର ପତ୍ତା ପାଇନଥିଲେ। ଆଜି ସଞ୍ଜ ହୋଇଯାଇଥିବାରୁ ଅଗ୍ନିଶମ କର୍ମଚାରୀମାନେ ଫେରିଆସିଛନ୍ତି। ଆସନ୍ତାକାଲି ଖୋଜିବେ ବୋଲି କହିଛନ୍ତି। ଶେଷ ଖବର ସୁଦ୍ଧା ସୁମନଙ୍କ ପତ୍ତା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story