ଦଶହରାରେ ଭଉଣୀ ଘରକୁ ବୁଲିବାକୁ ଆସି ବୁଡ଼ିଗଲେ ଭାଇ

ଫୁଲବାଣୀ (ତ୍ରିନାଥ ସାହୁ): ଦଶହରାରେ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ ଭାଇ। ଗାଧୋଇବାକୁ ଯାଇ ବନ୍ଧରେ ବୁଡ଼ିଗଲେ। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି। ଦୁର୍ଗା ପୂଜା ଅବସରରେ ବାଲିଗୁଡ଼ାର ଗୁମାନ ସିଂ ସାହାଣୀ ନିଜ ଭଉଣୀ ଘର ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁକୁ ଆସିଥିଲେ। ଆଜି ସକାଳେ ସେ ଗାଁ ପାଖ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କ ସାଙ୍ଗରେ ଯାଇଥିବା […]

Phulbani

Phulbani

Manoranjan Sial
  • Published: Wednesday, 05 October 2022
  • Updated: 05 October 2022, 07:03 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଦଶହରାରେ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ ଭାଇ। ଗାଧୋଇବାକୁ ଯାଇ ବନ୍ଧରେ ବୁଡ଼ିଗଲେ। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି।

ଦୁର୍ଗା ପୂଜା ଅବସରରେ ବାଲିଗୁଡ଼ାର ଗୁମାନ ସିଂ ସାହାଣୀ ନିଜ ଭଉଣୀ ଘର ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁକୁ ଆସିଥିଲେ। ଆଜି ସକାଳେ ସେ ଗାଁ ପାଖ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କ ସାଙ୍ଗରେ ଯାଇଥିବା ଲୋକମାନେ ତାଙ୍କୁ ପାଣିରେ ବହୁ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ପରେ ଗୁମାନଙ୍କ ଭଉଣୀ ଓ ଭିଣୋଇଙ୍କୁ ଖବର ଦେଇଥିଲେ ଗାଁ ଲୋକେ।

ପରିବାର ଲୋକେ ଏନେଇ ସାରଙ୍ଗଡ଼ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ବନ୍ଧରେ ଖୋଜି ଥିଲେ। କିଛି ସମୟ ପରେ ଗୁମାନଙ୍କ ମୃତଦେହ ବନ୍ଧ ପାଣିରୁ ଉଦ୍ଧାର କରିଥିଲେ। ସେ ବନ୍ଧ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଫିରିଙ୍ଗିଆ ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story