ମହେନ୍ଦ୍ରତନୟା ନଦୀରେ ଭାସିଗଲେ ଯୁବକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳିପାରି ନାହିଁ। ଏପରି ଘଟଣା ରେଡ୍‌ ଜୋନ୍‌ରେ ଥିବା ଗଜପତି ଜିଲ୍ଲାରେ ଘଟିଛି। ଯୁବକ ଜଣକ ମହେନ୍ଦ୍ରତନୟା ନଦୀରେ ଭାସି ଯାଇଥିବା ଜଣାପଡ଼ିଛି। ଗୋଷାଣୀ ବ୍ଲକ ସାଇଲଡ଼ା ଗାଁର ଜି. ରାମୁ ପଡ଼ୋଶୀ ଗାଁକୁ ଯାଇଥିଲେ। ବାତ୍ୟା ସମ୍ପର୍କରେ ଖବର ପାଇ ରାମୁ ଘରକୁ ଫେରିଥିଲେ। ସନ୍ଧ୍ୟା ପାଖାପାଖି ୬ଟା ହେବ ମହେନ୍ଦ୍ରତନୟା ନଦୀ ପାର ହେଉଥିଲେ। […]

MahandraTanaya

MahandraTanaya

Manoranjan Sial
  • Published: Sunday, 26 September 2021
  • Updated: 26 September 2021, 09:29 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳିପାରି ନାହିଁ। ଏପରି ଘଟଣା ରେଡ୍‌ ଜୋନ୍‌ରେ ଥିବା ଗଜପତି ଜିଲ୍ଲାରେ ଘଟିଛି। ଯୁବକ ଜଣକ ମହେନ୍ଦ୍ରତନୟା ନଦୀରେ ଭାସି ଯାଇଥିବା ଜଣାପଡ଼ିଛି।

ଗୋଷାଣୀ ବ୍ଲକ ସାଇଲଡ଼ା ଗାଁର ଜି. ରାମୁ ପଡ଼ୋଶୀ ଗାଁକୁ ଯାଇଥିଲେ। ବାତ୍ୟା ସମ୍ପର୍କରେ ଖବର ପାଇ ରାମୁ ଘରକୁ ଫେରିଥିଲେ। ସନ୍ଧ୍ୟା ପାଖାପାଖି ୬ଟା ହେବ ମହେନ୍ଦ୍ରତନୟା ନଦୀ ପାର ହେଉଥିଲେ। ଠିକ୍‌ ଏହି ସମୟରେ ବଢ଼ି ପାଣି ମାଡ଼ି ଆସିଥିଲା। ଫଳରେ ସେ ନଦୀ ପାଣିରେ ଭାସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳି ନାହିଁ।

ସେପଟେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଗୁମ୍ମା ବ୍ଳକରେ ରାସ୍ତାରେ ଧସିଛି ମାଟି ଅତଡ଼ା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍‌ ସ୍ଥିତି ସ୍ୱଭାବିକ କରିବାରେ ଲାଗିଛନ୍ତି। ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଇପାଙ୍କା ପଞ୍ଚୟତର କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ଟି ଘରକୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିବା ବେଳେ କେ.ସୀତାପୁର ସ୍କୁଲରେ ମଧ୍ୟ ଶତାଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବାତ୍ୟା ‘ଗୁଲାବ’ ଲ୍ୟାଣଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି।  ଏହାର ପ୍ରଭାବରେ ଆରମ୍ଭ ହେଲାଣି ତୁହାକୁ ତୁହା ବର୍ଷା। ପବନ ମଧ୍ୟ ବୋହିବା ଆରମ୍ଭ କଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story