ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

କାମାକ୍ଷାନଗର (ବିଦ୍ୟାଧର ବରାଳ): ତିନି ଦିନ ତଳେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲେ ଜ୍ୱାଇଁ। ହେଲେ ଆଜି ମିଳିଲା ଶ୍ୱଶୁର ଘର ଗାଁ ପୋଖରୀରୁ ଜ୍ୱାଇଁଙ୍କ ମୃତଦେହ। ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯାଇଥିବା ଚର୍ଚ୍ଚା ହେଉଛି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଘଟିଛି। ତରାଜଙ୍ଗ ଗାଁର ପ୍ରସାଦ ବିଶ୍ୱାଳ ଶନିବାର ତାଙ୍କ ଶ୍ୱଶୁର ଘର କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁକୁ ଯାଇଥିଲେ। ଆଜି ମା’ ଦୁର୍ଗାଙ୍କ ନବମୀ ପୂଜା ଥିବାରୁ ପ୍ରସାଦ […]

Pond

Pond

Manoranjan Sial
  • Published: Tuesday, 04 October 2022
  • Updated: 04 October 2022, 03:33 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ତିନି ଦିନ ତଳେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲେ ଜ୍ୱାଇଁ। ହେଲେ ଆଜି ମିଳିଲା ଶ୍ୱଶୁର ଘର ଗାଁ ପୋଖରୀରୁ ଜ୍ୱାଇଁଙ୍କ ମୃତଦେହ। ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯାଇଥିବା ଚର୍ଚ୍ଚା ହେଉଛି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଘଟିଛି।

ତରାଜଙ୍ଗ ଗାଁର ପ୍ରସାଦ ବିଶ୍ୱାଳ ଶନିବାର ତାଙ୍କ ଶ୍ୱଶୁର ଘର କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁକୁ ଯାଇଥିଲେ। ଆଜି ମା’ ଦୁର୍ଗାଙ୍କ ନବମୀ ପୂଜା ଥିବାରୁ ପ୍ରସାଦ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଫେରିନଥିଲେ। ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ଜ୍ୱାଇଁଙ୍କ ପତ୍ତା ପାଇନଥିଲେ। ସେ ଗାଧୋଇବାକୁ ଯାଇଥିବାରୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରିଥିଲେ। ପରେ ଏନେଇ କାମାକ୍ଷାନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ପୋଖରୀରୁ ଶ୍ରୀ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ସେହିପରି ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ୩ ନମ୍ୱର କଲୋନୀରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁର ଆଦିତ୍ୟ ଜେନା ଘର ପାଖ ଦଦରାଘାଟି ଶାଖା କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେ କେନାଲ୍‌ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶ୍ରୀ ଜେନାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story