ପୂର୍ବ ଶତ୍ରୁତା ହେଲା କାଳ: ଭୁଜାଲିରେ ହାଣିଦେଲେ

Ordigital Desk
  • Published: Monday, 02 April 2018
  • , Updated: 02 April 2018, 10:14 AM IST
<p>ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲାର ଠେଲକୋପଡ଼ାର ଜଣେ &nbsp;ଯୁବକଙ୍କୁ ଭୁଜାଲିରେ ହାଣି &nbsp;ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ସୁଜିତ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡକୁ ନେଇ ସମ୍ବଲପୁର ସଦର ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ମେଡିକାଲରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।</p> <p>ଆଜି କିଛି ଦୁର୍ବୃତ୍ତ&nbsp; ସୁଜିତଙ୍କୁ ଭୁଜାଲିରେ&nbsp; ହାଣି ହତ୍ୟା କରିଥିଲେ।</p>

Related story