ବନ୍ଧୁଙ୍କ ଗୁଳିରେ ଗଲା ବନ୍ଧୁଙ୍କ ଜୀବନ

କେନ୍ଦୁଝର(ପ୍ରଣୟ କୁମାର ପାଣି): ବନ୍ଧୁଙ୍କ ଗୁଳିରେ ଗଲା ବନ୍ଧୁଙ୍କ ଜୀବନ। ଆଜି ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ପୁଲିସ ମୃତଦେହ ଜବତ କରି ଦୁଇ ବନ୍ଧୁକୁ ଅଟକ ରଖିଛି। ଅନ୍ୟ ଜଣେ ଫେରାର ହୋଇଯାଇଛି। ଝାରଖଣ୍ଡ ପଶ୍ଚିମ ସିଂଭୂମି ଜିଲ୍ଲା ଛଣପଦା ଗାଁର ରାଜ ବେହେରା, ଗୋବିନ୍ଦା ବେହେରା, ମୃତ୍ୟୁଞ୍ଜୟ ବେହେରା ଓ ବିଜୁ ବେହେରା ଭଲ ସାଙ୍ଗ। ଆଜି ଏହି ୪ ସାଙ୍ଗ ଏକ ନମ୍ବର ବିହୀନ ଆଟୋରେ ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ସିଂଗଡା ହାଟକୁ […]

keonjhar

keonjhar

Manoranjan Sial
  • Published: Monday, 12 September 2022
  • Updated: 12 September 2022, 09:30 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ବନ୍ଧୁଙ୍କ ଗୁଳିରେ ଗଲା ବନ୍ଧୁଙ୍କ ଜୀବନ। ଆଜି ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ପୁଲିସ ମୃତଦେହ ଜବତ କରି ଦୁଇ ବନ୍ଧୁକୁ ଅଟକ ରଖିଛି। ଅନ୍ୟ ଜଣେ ଫେରାର ହୋଇଯାଇଛି।

ଝାରଖଣ୍ଡ ପଶ୍ଚିମ ସିଂଭୂମି ଜିଲ୍ଲା ଛଣପଦା ଗାଁର ରାଜ ବେହେରା, ଗୋବିନ୍ଦା ବେହେରା, ମୃତ୍ୟୁଞ୍ଜୟ ବେହେରା ଓ ବିଜୁ ବେହେରା ଭଲ ସାଙ୍ଗ। ଆଜି ଏହି ୪ ସାଙ୍ଗ ଏକ ନମ୍ବର ବିହୀନ ଆଟୋରେ ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ସିଂଗଡା ହାଟକୁ ଆସିଥିଲେ। ହାଟରୁ ଘରକୁ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଠିକ୍‌ ଏହି ସମୟରେ ଜଣେ ପାଖରେ ରଖିଥିବା ପିସ୍ତଲ ବାହାର କରି ମୃତ୍ୟୁଞ୍ଜୟ ବେହେରାଙ୍କୁ ଗୁଳି କରିଥିଲେ।

ଗୁଳି ମାଡ଼ରେ ମୃତ୍ୟୁଞ୍ଜୟ ଗୁରୁତର ଆହତ ହୋଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଅଟୋରେ ନେଇ ଭଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାରିଆ ଥାନା ପୁଲିସ ଗୁଳି କାଣ୍ଡ ମାମଲାରେ ରାଜ ବେହେରା, ଗୋବିନ୍ଦା ବେହେରାକୁ ଅଟକ ରଖିଥିବା ବେଳେ ବିଜୁ ବେହେରା ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଘଟଣାଟି ଜିଲ୍ଲାରେ ଚଞ୍ଚଲ୍ୟ ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story