ରାଜରାସ୍ତାରେ ପଡ଼ିଲା ରକ୍ତର ଛିଟା, ଯୁବକଙ୍କୁ ନୃଶଂସ ହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ରେ ରାଜରାସ୍ତାରେ ପଡ଼ିଲା ରକ୍ତର ଛିଟା। ରକ୍ତ ରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା। ଭୁବନେଶ୍ୱର ଛାତି ଉପରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଘଟିଛି। ଏହି ମାମଲାରେ କମିଶନରେଟ୍‌ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଜମହଲ-ଶିଶୁଭବନ ରାସ୍ତା ପାର୍ଶ୍ୱରେ ଦୁଇ ଜଣ ଯୁବକଙ୍କ କଥା କଟାକଟି ହୋଇଥିଲେ। ପାଖାପାଖି ଅଧ ଘଣ୍ଟାଏରୁ […]

murder

murder

Manoranjan Sial
  • Published: Saturday, 12 June 2021
  • Updated: 12 June 2021, 08:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ରେ ରାଜରାସ୍ତାରେ ପଡ଼ିଲା ରକ୍ତର ଛିଟା। ରକ୍ତ ରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା। ଭୁବନେଶ୍ୱର ଛାତି ଉପରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଘଟିଛି। ଏହି ମାମଲାରେ କମିଶନରେଟ୍‌ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଜମହଲ-ଶିଶୁଭବନ ରାସ୍ତା ପାର୍ଶ୍ୱରେ ଦୁଇ ଜଣ ଯୁବକଙ୍କ କଥା କଟାକଟି ହୋଇଥିଲେ। ପାଖାପାଖି ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଭିତରେ ଜଣେ ଅନ୍ୟ ଜଣକୁ ଏକ ଇଟାରେ ଛେଚି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ରାସ୍ତା ଉପରକୁ ପଳାଇ ଆସିଥିଲେ। ଏହାର ସୁଯୋଗ ନେଇ ଆକ୍ରମଣ କରିଥିବା ଯୁବକ ଜଣକ ଧାଇଁ ପଳାଇ ଯାଇଥିଲା।

କମିଶନରେଟ୍‌ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଓ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିକୁ ଅଟକ ରଖିଛି।

ଆକ୍ରମଣର ପ୍ରତ୍ୟେକ୍ଷଦର୍ଶୀ ଜଣେ ମହିଳା ଓ ନିକଟସ୍ଥ କ୍ୱାର୍ଟର୍ସରେ ରହୁଥିବା ଲୋକଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story