ରକ୍ତମୁଖା ଦୁଇ ନମ୍ୱର ପ୍ରେମିକ, ପ୍ରେମ ପାଇଁ ମର୍ଡ଼ର!

କଲ୍ୟାଣସିଂହପୁର(ମାଉଡି ବାରିକ): ରକ୍ତମୁଖା ହେଲା ଦୁଇ ନମ୍ୱର ପ୍ରେମିକ! ପ୍ରେମ ପାଇଁ ଜୀବନଠାରୁ ଅଧିକ ଭଲ ପାଉଥିବା ସାଥୀକୁ ମର୍ଡ଼ର କରିଦେଲା! ପରେ ମୃତଦେହକୁ ବାଲିରେ ପୋତି ଦେଲା। ଏପରି ଲୋମଟାଙ୍କୁରା ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଉଦ୍ଧାର କରିବା ସହିତ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି। ପୂରା ଘଟଣାଟି ଏମିତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଗାଁର ଉମାକାନ୍ତ କାଣ୍ଡ ଜଣେ ଯୁବତୀ ପଦ୍ମା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ପଦ୍ମା ମଧ୍ୟ ଉମାକାନ୍ତଙ୍କୁ […]

Kalyansingpur

Kalyansingpur

Manoranjan Sial
  • Published: Monday, 31 May 2021
  • Updated: 31 May 2021, 07:06 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): ରକ୍ତମୁଖା ହେଲା ଦୁଇ ନମ୍ୱର ପ୍ରେମିକ! ପ୍ରେମ ପାଇଁ ଜୀବନଠାରୁ ଅଧିକ ଭଲ ପାଉଥିବା ସାଥୀକୁ ମର୍ଡ଼ର କରିଦେଲା! ପରେ ମୃତଦେହକୁ ବାଲିରେ ପୋତି ଦେଲା। ଏପରି ଲୋମଟାଙ୍କୁରା ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଉଦ୍ଧାର କରିବା ସହିତ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ପୂରା ଘଟଣାଟି ଏମିତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଗାଁର ଉମାକାନ୍ତ କାଣ୍ଡ ଜଣେ ଯୁବତୀ ପଦ୍ମା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ପଦ୍ମା ମଧ୍ୟ ଉମାକାନ୍ତଙ୍କୁ ବହୁ ଭଲ ପାଉଥିଲେ। ଏହା ଜାଣି ମଧ୍ୟ ପଦ୍ମାଙ୍କୁ ଉମାକାନ୍ତଙ୍କ ସାଙ୍ଗ ରୁମାନ ବଗର୍ତ୍ତୀ ଏକ ତରଫା ଭଲ ପାଉଥିବା ଅଭିଯୋଗ ହୋଇଛି। ଉମାକାନ୍ତ ଓ ପଦ୍ମାଙ୍କ ମିଳାମିଶାକୁ ସହଜରେ ଗ୍ରହଣ କରିପାରୁନଥିଲେ ରୁମାନ୍‌। ତେଣୁ ଯୋଜନାବଦ୍ଧ ଭାବେ ଉମାକାନ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।

ଗତ ୩ ତାରିଖରେ ଉମାକାନ୍ତଙ୍କୁ ରୁମାନ୍‌, ରାୟଗଡ଼ା ଡାକିଆଣିଥିଲା। ତା’ପର ଦିନ ଅର୍ଥାତ ୪ ତାରିଖରେ ଉମାକାନ୍ତୁଙ୍କ ରୁମାନ୍‌ କଲ୍ୟାଣସିଂହପୁର ଥାନା ପଙ୍ଗେଲୁ ଗାଁକୁ ଡାକି ନେଇଥିଲା। ରାତି ପ୍ରାୟ ୮ଟା ବେଳେ ରୁମାନ୍‌ ଓ ତାଙ୍କର ଦୁଇ ସାଙ୍ଗ ମିଶି ଉମାକାନ୍ତଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହକୁ ବଙ୍ଗେଳୁ ଆଡିବନ୍ଧରେ ପୋତି ଦେଇଥିଲା।

ଉମାକାନ୍ତ ଘରକୁ ନଫେରିବାରୁ ତାଙ୍କ ଭାଇ ଏନେଇ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା। ଉମାକାନ୍ତଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ରୁମାନ୍‌ଙ୍କୁ ସନ୍ଦେହ ଘେରକୁ ନେଇଥିଲା। ପରେ ତାଙ୍କ ମୋବାଇଲ୍‌ କଲ୍‌କୁ ଟ୍ରାକିଂ କରି ପହଞ୍ଚିଥିଲା। ଶେଷରେ ପୁଲିସ ରୁମାନ୍‌ ଓ ତାଙ୍କ ସାଙ୍ଗମାନଙ୍କୁ ଗିରଫ କରିଛି। ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିବା ପୁଲିସ କହିଛି।

ଅଭିଯୁକ୍ତଙ୍କ ବୟାନ ଆଧାରରେ ପୁଲିସ ବାଲିବନ୍ଧରୁ ମୃତଦେହ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story