ଘରେ ଶୋଇଥିଲା ବେଳେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ

ଟିଟିଲାଗଡ଼(ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଝରବାହାଲି ଗାଁରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜଗଦୀଶ ମନହୀରା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗତକାଲି ରାତିରେ ଜଗଦୀଶ ଚାଷ ଜମି ନିକଟରେ ଥିବା ଏକ ଘରେ ଶୋଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ହତ୍ୟାକକାଣ୍ଡ ପଛରେ ରାଜନୈତିକ କାରଣ ଥାଇପାରେ ବୋଲି […]

ttttttttt,,,,,,,,,,,,,,,,,,

Tapaswini Nayak
  • Published: Wednesday, 24 April 2019
  • , Updated: 24 April 2019, 10:16 AM IST

ଟିଟିଲାଗଡ଼(ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଝରବାହାଲି ଗାଁରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜଗଦୀଶ ମନହୀରା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗତକାଲି ରାତିରେ ଜଗଦୀଶ ଚାଷ ଜମି ନିକଟରେ ଥିବା ଏକ ଘରେ ଶୋଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ହତ୍ୟାକକାଣ୍ଡ ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

 

 

 

Related story