୨୦ ଟଙ୍କା ପାଇଁ ଯୁବକଙ୍କୁ ପୋଡି ମାରିଦେଲେ

ଯାଜପୁର(ଗୁଲାମ ଗସ୍‌): ମାତ୍ର ୨୦ ଟଙ୍କା ପାଇଁ ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଧାନମଣ୍ଡଳ ଦଳିତ ସାହିରେ। ମୃତ ଯୁବକ ହେଲେ ଏହି ଗ୍ରାମର ସୁଶାନ୍ତ ମଲିକ। ଗତ ନଭେମ୍ୱର ମାସ ୮ତାରିଖ ଅପରାହ୍ନରେ ସୁଶାନ୍ତ ଘର ପାଖରେ ଥିବା ଦୋକାନକୁ ଥଣ୍ଡା ପିଇବାକୁ ଯାଇଥିଲେ। ଦୋକାନୀ ନାରାୟଣ ଜେନା ପୂର୍ବରୁ ସୁଶାନ୍ତ ଉପରେ ବାକି ଥିବା ୨୦ଟଙ୍କା ମାଗିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା […]

890

890

Tapas Behera
  • Published: Monday, 07 December 2020
  • Updated: 07 December 2020, 08:02 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ମାତ୍ର ୨୦ ଟଙ୍କା ପାଇଁ ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଧାନମଣ୍ଡଳ ଦଳିତ ସାହିରେ। ମୃତ ଯୁବକ ହେଲେ ଏହି ଗ୍ରାମର ସୁଶାନ୍ତ ମଲିକ। ଗତ ନଭେମ୍ୱର ମାସ ୮ତାରିଖ ଅପରାହ୍ନରେ ସୁଶାନ୍ତ ଘର ପାଖରେ ଥିବା ଦୋକାନକୁ ଥଣ୍ଡା ପିଇବାକୁ ଯାଇଥିଲେ। ଦୋକାନୀ ନାରାୟଣ ଜେନା ପୂର୍ବରୁ ସୁଶାନ୍ତ ଉପରେ ବାକି ଥିବା ୨୦ଟଙ୍କା ମାଗିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ନାରାୟଣ ଭୁଜାଲି ଦେଖାଇବା ସହ ସୁଶାନ୍ତ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ବେଳେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ତେବେ କଟକରେ ଚିକିତ୍ସିାଧିନ ଅବସ୍ଥାରେ ଗତ ଶନିବାର  ସୁଶାନ୍ତର ମୃତ୍ୟୁ ଘଟିଥିଲା।

ଗତକାଲି ସୁଶାନ୍ତର ମୃତଦେହକୁ ବଡଚଣା ଥାନା ଆଗରେ ରଖି ପରିବାର ଲୋକେ ନ୍ୟାୟ ଭିକ୍ଷା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାରାୟଣ ଫେରାର ଥିବା ବେଳେ ତାର ବାପାକୁ କୋର୍ଟ ଚାଲାଣ କରାଯାଇଛି। ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବଡଚଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story