‘୮ ଲକ୍ଷ ଦେଲେ ତୁମ ସ୍ୱାମୀକୁ ଛାଡ଼ିବୁ’

ସୋର(ଶଶିକାନ୍ତ ବେହେରା): ଅଜଣା ନମ୍ବରରୁ ଆସିଲା ଫୋନ୍‌ କଲ। ଚାକିରି କରିବ ଯଦି କଲିକତା ଆସ ବୋଲି କହିଲେ ଅପରପାର୍ଶ୍ୱର ବ୍ୟକ୍ତି। ହେଲେ ଚାକିରି ଲୋଭରେ ସେଠାରେ ପହଞ୍ଚିବା ପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପଣବନ୍ଦୀ କରି ପରିବାର ଲୋକଙ୍କୁ ଦୁର୍ବୃତ୍ତ ମାଗୁଛନ୍ତି ୮ ଲକ୍ଷ ଟଙ୍କା। ଏତେ ଟଙ୍କା ଆଣି କିପରି ପୁଅକୁ ମୁକୁଳାଇବେ ଚିନ୍ତାରେ ପରିବାର ଲୋକ ଥିବା ବେଳେ ପୁଅକୁ ସୁରକ୍ଷିତ ଭାବେ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା […]

kidnap

kidnap

Niharika Rout
  • Published: Wednesday, 03 March 2021
  • Updated: 03 March 2021, 01:34 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ଅଜଣା ନମ୍ବରରୁ ଆସିଲା ଫୋନ୍‌ କଲ। ଚାକିରି କରିବ ଯଦି କଲିକତା ଆସ ବୋଲି କହିଲେ ଅପରପାର୍ଶ୍ୱର ବ୍ୟକ୍ତି। ହେଲେ ଚାକିରି ଲୋଭରେ ସେଠାରେ ପହଞ୍ଚିବା ପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପଣବନ୍ଦୀ କରି ପରିବାର ଲୋକଙ୍କୁ ଦୁର୍ବୃତ୍ତ ମାଗୁଛନ୍ତି ୮ ଲକ୍ଷ ଟଙ୍କା। ଏତେ ଟଙ୍କା ଆଣି କିପରି ପୁଅକୁ ମୁକୁଳାଇବେ ଚିନ୍ତାରେ ପରିବାର ଲୋକ ଥିବା ବେଳେ ପୁଅକୁ ସୁରକ୍ଷିତ ଭାବେ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏପରି ଘଟଣା କୌଣସି ଫିଲ୍ମି କାହାଣୀଠୁ କମ୍‌ ନ ଥିବା ବେଳେ ବାସ୍ତବରେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ।  ସୋର ଥାନା କେଶପୁର ଗ୍ରାମର ତାପସ କୁମାର ମହାନ୍ତିଙ୍କୁ ବନ୍ଧୁକ ମୁନରେ ଅପହୃତା ପଣବନ୍ଦି କରି ରଖିଛନ୍ତି। ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାର ଧମକ ଦେଇଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ,  ତାପସ ୮ ବର୍ଷ ହେବ ବାଙ୍ଗାଲୋରରେ  ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି l ୧୦ ଦିନ ତଳେ ଘରକୁ ଆସିଥିଲେ । କୋଭିଡ୍ ପାଇଁ  ପୁଣି ଥରେ ଲକ୍‌ଡାଉନ  ହେବ ଭାବି ଆଉ ବାଙ୍ଗାଲୋର  ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଲା।

ଭଲ କାମ ଅଛି କଲିକତା ଆସ ବୋଲି ଅପରପାର୍ଶ୍ୱର ବ୍ୟକ୍ତି କହିଥିଲେ। ଚାକିରି ଲୋଭରେ  ତାପସ ସେହିଦିନ  କଲିକତା ଚାଲିଯାଇଥିଲେ । ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ତୁମ ସ୍ୱାମୀକୁ ଅପହରଣ କରିଛୁ , ୮ ଲକ୍ଷ ଟଙ୍କା   ଦେଲେ   ଛାଡିବୁ ନଚେତ୍  ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ ଅପହରଣକାରୀ ।

ମାର୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର  ଭିଡିଓ ଘର ମୋବାଇଲ୍‌କୁ ଆସିଥିଲା । ଅପରପକ୍ଷେ, ଭୟଭିତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି । ଏହାସତ୍ତ୍ୱେ ତାପସ ନ ମୁକୁଳିବାରୁ ଗତକାଲି ରାତିରେ  ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story