ଫେସ୍‌ବୁକ ପ୍ରେମିକର ପାଗଳାମୀ: ମୋ’ ସହ ସମ୍ପର୍କ ରଖ, ନହେଲେ ବଦନାମ କରିଦେବି

ଭଦ୍ରକ (ପାର୍ଥସାରଥୀ ନାୟକ): ଫେସ୍‌ବୁକ ପ୍ରେମିକର ପାଗଳାମୀ। ମୋ’ ସହ ସମ୍ପର୍କ ରଖ, ନହେଲେ ବଦନାମ କରିଦେବି। ଦରକାର ପଡ଼ିଲେ ଜୀବନରୁ ମାରିଦେବି। ପ୍ରେମିକାକୁ ଏପରି ଧମକ ଦେଇଛି ପ୍ରେମିକ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। […]

facebook

facebook

Manoranjan Sial
  • Published: Monday, 30 November 2020
  • Updated: 30 November 2020, 09:15 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଫେସ୍‌ବୁକ ପ୍ରେମିକର ପାଗଳାମୀ। ମୋ’ ସହ ସମ୍ପର୍କ ରଖ, ନହେଲେ ବଦନାମ କରିଦେବି। ଦରକାର ପଡ଼ିଲେ ଜୀବନରୁ ମାରିଦେବି। ପ୍ରେମିକାକୁ ଏପରି ଧମକ ଦେଇଛି ପ୍ରେମିକ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ଆଉ ଛାତ୍ରୀ ଜଣକ ଫ୍ରେଣ୍ଡ ରିକ୍ୱେଷ୍ଟ ଏକ୍‌ସେପ୍ଟ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଚାଟିଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଉଭୟ ପରସ୍ପରର ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଫେସବୁକରେ ଦିଆନିଆ ହୋଇଥିଲେ।

ତେବେ ଏହାରି ଭିତରେ ଯୁବକ ଜଣକ ବିବାହିତ ବୋଲି ଛାତ୍ରୀ ଜଣକ ଜାଣିବାକୁ ପାଇଥିଲେ। ଏହା ପରଠାରୁ ଛାତ୍ରୀ ଜଣକ ଯୁବକଙ୍କଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରେମିକ ପ୍ରବର ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ବାହା ନହେଲେ ନିଜ ପାଖରେ ଥିବା ଅଶ୍ଲୀଳ ଫଟୋ ଓ ଭିଡିଓ ଗୁଡ଼ିକୁ ସୋଶାଲ୍‌ ମିଡିଆରେ ଛାଡ଼ି ଦେବାକୁ ଛାତ୍ରୀଙ୍କୁ ଧମକ ଦେଇଥିଲେ। ଦିନେ ହଠାତ୍‌ ସମ୍ପୃକ୍ତ ଯୁବକ ଆସି ଛାତ୍ରୀଙ୍କ ଘର ଆଗରେ ବିଷ ପିଇଦେବାର ଧମକ ଦେଇଥିଲେ। ଗାଁ ଲୋକେ ତାକୁ କାବୁ କରି ଘର ଲୋକ ଓ ଥାନାକୁ ଖବର ଦେଇଥିଲେ। ଥାନାରେ ଉଭୟ ପକ୍ଷ ଭିତରେ ଆପୋଷ ସମାଧାନ ହୋଇଥିଲା।

ଗତକାଲି ସକାଳେ ଯୁବକ ଜଣକ ଛାତ୍ରୀଙ୍କ ଘର ଆଗକୁ ଆସି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଗାଁ ଲୋକେ ଏହା ଦେଖି ଯୁବକକୁ ଅଟକାଇ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ କାବୁ କରି ଥାନାକୁ ନେଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story