୯୦ ଟଙ୍କା ପାଇଁ ଯୁବକକୁ ମାରି ପୋଖରୀକୁ ଫିଙ୍ଗି ଦେଇଥିଲେ!

ସମ୍ୱଲପୁର (ସଞ୍ଜୟ ଜେନା): ୯୦ ଟଙ୍କା ପାଇଁ ଜଣେ ଯୁବକକୁ ଇଟାରେ ଛେଚି ମାରିଦେଲେ। ପରେ ମୃତଦେହକୁ ପୋଖରୀକୁ ଫିଙ୍ଗିଦେଇ ଥିଲେ। ମାସେ ତଳେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର। ଡିସେମ୍ବର ୫ ତାରିଖ ରାତିରେ ମହମ୍ମଦ ଅଫତର ଗେଙ୍ଗୁଟିପାଲି ଅଞ୍ଚଳରୁ ନିଜ ଘରକୁ ଚାଲିଚାଲି ଫେରୁଥିଲେ। ତେବେ ସୋନାପାଲି ପୋଖରୀ ନିକଟରେ […]

sabmalpur

sabmalpur

Manoranjan Sial
  • Published: Wednesday, 20 January 2021
  • Updated: 20 January 2021, 04:50 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ୯୦ ଟଙ୍କା ପାଇଁ ଜଣେ ଯୁବକକୁ ଇଟାରେ ଛେଚି ମାରିଦେଲେ। ପରେ ମୃତଦେହକୁ ପୋଖରୀକୁ ଫିଙ୍ଗିଦେଇ ଥିଲେ। ମାସେ ତଳେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର।

ଡିସେମ୍ବର ୫ ତାରିଖ ରାତିରେ ମହମ୍ମଦ ଅଫତର ଗେଙ୍ଗୁଟିପାଲି ଅଞ୍ଚଳରୁ ନିଜ ଘରକୁ ଚାଲିଚାଲି ଫେରୁଥିଲେ। ତେବେ ସୋନାପାଲି ପୋଖରୀ ନିକଟରେ ଅଜୟ ମୁଣ୍ଡା ଓ ରାକେଶ ମୁଖୀ ତାଙ୍କଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହାର ପ୍ରତିବାଦ କରିବାରୁ ଦୁଇ ଅଭିଯୁକ୍ତ ଅଫ୍‌ତରଙ୍କ ମୁହଁକୁ ଇଟାରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ପ୍ୟାଣ୍ଟ ପକେଟ୍‌ରୁ ୯୦ ଟଙ୍କା ନେଇ ଯାଇଥିଲେ। ଗଲାବେଳେ ମୃତଦେହକୁ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ। ତା’ ପରଦିନ ଅର୍ଥାତ ୬ ତାରିଖ ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ପୁଲିସ ଅଜୟ ମୁଣ୍ଡା  ଓ ରାକେଶ ମୁଖୀକୁ ଗିରଫ କରିଥିଲେ। ଏମାନେ ଟଙ୍କା ପାଇଁ ହତ୍ୟା କରିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story