ଯାଉଥିଲେ ଶ୍ୱଶୂରଘର...ଚାଲିଗଲେ ସ୍ୱର୍ଗପୁର ...

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଯାଉଥିଲେ ଶ୍ୱଶୂରଘର…ଚାଲିଗଲେ ସ୍ୱର୍ଗପୁର …! ଶ୍ୱଶୂର ଘର ଯାଉଥିବା ବେଳେ ରାସ୍ତାରେ ପିଟିଦେଲା ଟ୍ରକ୍‌। ଆଉ ରାସ୍ତାରେ ଚାଲିଗଲା ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର-ସୋନ୍‌ପୁର ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତିନି ଘଣ୍ଟା ପରେ ରାଜପଥ ସ୍ୱଭାବିକ ହୋଇଥିଲା। କୁର୍ଳେବାହାଲି ଗାଁର ଅର୍ଜୁନ ବାଗ ନିଜର ଜଣେ ସାଙ୍ଗ ସହ ମିଶି ଶାଶୁଘର ଟିମାପାଲିକୁ ଯାଉଥିଲେ। ତେବେ […]

Balangir

Balangir

Manoranjan Sial
  • Published: Friday, 17 September 2021
  • Updated: 17 September 2021, 05:16 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଯାଉଥିଲେ ଶ୍ୱଶୂରଘର...ଚାଲିଗଲେ ସ୍ୱର୍ଗପୁର ...! ଶ୍ୱଶୂର ଘର ଯାଉଥିବା ବେଳେ ରାସ୍ତାରେ ପିଟିଦେଲା ଟ୍ରକ୍‌। ଆଉ ରାସ୍ତାରେ ଚାଲିଗଲା ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର-ସୋନ୍‌ପୁର ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତିନି ଘଣ୍ଟା ପରେ ରାଜପଥ ସ୍ୱଭାବିକ ହୋଇଥିଲା।

କୁର୍ଳେବାହାଲି ଗାଁର ଅର୍ଜୁନ ବାଗ ନିଜର ଜଣେ ସାଙ୍ଗ ସହ ମିଶି ଶାଶୁଘର ଟିମାପାଲିକୁ ଯାଉଥିଲେ। ତେବେ ବଲାଙ୍ଗିର-ସୋନପୁରର ୫୭ ନମ୍ୱର ଜାତୀୟ ରାଜପଥର ସାତମାଇଲ ଛକ୍‌ଠାରେ ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅର୍ଜୁନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ ନିର୍ଧୁମ ଛେତିଥିଲେ। ଖବର ପାଇ ପୁଇଁନ୍ତଳା ଥାନା ପୁଲିସ୍‌ ଟ୍ରକ୍‌ ଚାଳକକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ପୁଲିସଠାରୁ ଡ୍ରାଇଭରକୁ ଛଡ଼ାଇ ନେଇ ପିଟିଥିଲେ। ବହୁ କଷ୍ଟରେ ପୁଲିସ ଡ୍ରାଇଭରକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସେପଟେ ରାସ୍ତାରୋକ ଯୋଗୁ ଗାଡ଼ି ଚଳାଚଳ ଏକ ପ୍ରକାଶ ଠପ୍‌ ହୋଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ଲୋକମାନେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ରେଡ୍‌କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଦେବାକୁ ପୁଇଁନ୍ତଳା ତହସିଲ୍‌ଦାର ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୩ ଘଣ୍ଟା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story