ନନ୍ଦନକାନନରେ ମାଈ ଜେବ୍ରାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ୨ ବର୍ଷର ମାଈ ଜେବ୍ରାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ନନ୍ଦନକାନନରେ ଜେବ୍ରା ସଂଖ୍ୟା ୨କୁ ଖସି ଆସିଛି। ଶବବ୍ୟବଚ୍ଛେଦ ପରେ ଜେବ୍ରାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

nandankanan

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 10:56 AM IST

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ୨ ବର୍ଷର ମାଈ ଜେବ୍ରାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ନନ୍ଦନକାନନରେ ଜେବ୍ରା ସଂଖ୍ୟା ୨କୁ ଖସି ଆସିଛି।

ଶବବ୍ୟବଚ୍ଛେଦ ପରେ ଜେବ୍ରାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

Related story