ଓଲଟି ପଡ଼ିଲା ବିଜେପିର ପ୍ରଚାର ଗାଡ଼ି; ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆହତ

ସୋନପୁର (ରବୀନ୍ଦ୍ର ହୋତା): ବିଜେପିର ପ୍ରଚାର ଗାଡ଼ି ଓଲଟି ପଡ଼ିବାରୁ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଜଗଦେଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସୋନପୁର-ବୀରମହାରାଜପୁର ରାସ୍ତାର ପଣ୍ଡିଆପାଲି ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଉଷା କିଛି ସହଯୋଗୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ପଣ୍ଡିଆପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

6677nnnnnnnnnnnnnn

6677nnnnnnnnnnnnnn

Tapaswini Nayak
  • Published: Thursday, 11 April 2019
  • Updated: 11 April 2019, 01:16 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ବିଜେପିର ପ୍ରଚାର ଗାଡ଼ି ଓଲଟି ପଡ଼ିବାରୁ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଜଗଦେଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସୋନପୁର-ବୀରମହାରାଜପୁର ରାସ୍ତାର ପଣ୍ଡିଆପାଲି ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।

ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଉଷା କିଛି ସହଯୋଗୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ପଣ୍ଡିଆପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story