ଫେକ୍‌ ବୁକିଂ ନେଇ ମୁହଁ ଖୋଲୁନି ୧୦୮ ସେବା ଯୋଗାଉଥିବା ଜିକିତ୍ସା କର୍ତ୍ତୃପକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଗୀ ସେବା ନାଁରେ ୧୦୮ ଆମ୍ୱୁଲାନ୍ସ ହରିଲୁଟ୍‌ କରୁଛି। ଫେକ୍‌ ରୋଗୀ ନାଁରେ ଆମ୍ୱୁଲାନ୍ସ ଗଡା ଯାଉଛି। ଏପରି ଅଭିଯୋଗ ଆସିବାର ୨୪ ଘଣ୍ଟା ପରେ ମଧ୍ୟ ୧୦୮ ଆମ୍ୱୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ ମୁହଁ ଖୋଲୁନାହିଁ। ଏବେ ସେହି ସଂସ୍ଥା ବିରୋଧରେ ଆସିଛି ଆଉ ଏକ ଗୁରୁତର ଅଭିଯୋଗ। ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ)ରେ ସଂପୃକ୍ତ ସଂସ୍ଥା ତଥ୍ୟ ଦେଉନଥିବା ଅଭିଯୋଗ ହେଉଛି। ଏନ୍‌ଏଚ୍‌ଏମ୍‌ର ଏସ୍‌ଓପି ଅନୁସାରେ ସେବା […]

ziqitza health care

ziqitza health care

Manoranjan Sial
  • Published: Monday, 02 August 2021
  • Updated: 02 August 2021, 08:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଗୀ ସେବା ନାଁରେ ୧୦୮ ଆମ୍ୱୁଲାନ୍ସ ହରିଲୁଟ୍‌ କରୁଛି। ଫେକ୍‌ ରୋଗୀ ନାଁରେ ଆମ୍ୱୁଲାନ୍ସ ଗଡା ଯାଉଛି। ଏପରି ଅଭିଯୋଗ ଆସିବାର ୨୪ ଘଣ୍ଟା ପରେ ମଧ୍ୟ ୧୦୮ ଆମ୍ୱୁଲାନ୍ସ ସେବା ଯୋଗାଉଥିବା ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ ମୁହଁ ଖୋଲୁନାହିଁ। ଏବେ ସେହି ସଂସ୍ଥା ବିରୋଧରେ ଆସିଛି ଆଉ ଏକ ଗୁରୁତର ଅଭିଯୋଗ। ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ)ରେ ସଂପୃକ୍ତ ସଂସ୍ଥା ତଥ୍ୟ ଦେଉନଥିବା ଅଭିଯୋଗ ହେଉଛି।

ଏନ୍‌ଏଚ୍‌ଏମ୍‌ର ଏସ୍‌ଓପି ଅନୁସାରେ ସେବା ପାଉଥିବା ପ୍ରତ୍ୟେକ ରୋଗୀର ରେଫର ଆଇଡି, ଓପିଡି କିମ୍ବା ଆଇପିଡି ଆଇଡି ଅର୍ଥାତ ଯେଉଁ ମେଡିକାଲକୁ ରେଫର ହେଲେ ବା ଛାଡିଲେ ସେହି ମେଡିକାଲ୍‌ ଆଉଟଡୋର ପେସେଣ୍ଟ ଆଇଡି କିମ୍ବା ଇନ୍‌ଡୋର ପେସେଣ୍ଟ ଆଇଡି ରହିବ। ଏମିତିକି ରୋଗୀଙ୍କୁ କେଉଁ ଡାକ୍ତରଙ୍କ ଉପସ୍ଥିତିରେ ମେଡିକାଲରେ ଭର୍ତ୍ତି କରାଗଲା, ତାଙ୍କ ନାଁ ମଧ୍ୟ ରହିବ। ହେଲେ ଆର୍‌ଟିଆଇରେ ଏନେଇ ତଥ୍ୟ ମାଗିବାରୁ କେବଳ ଗାଡି ନମ୍ବର ଓ ରୋଗୀକୁ ନେବା ଆଣିବା ସମୟ ଛଡା ଅନ୍ୟ କୌଣସି ତଥ୍ୟ ଦେଇ ନାହାନ୍ତି ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ କର୍ତ୍ତୃପକ୍ଷ। ଏନେଇ ସୂଚନା କମିଶନଙ୍କ ନିକଟରେ ଏକ ମାମଲା ମଧ୍ୟ ହୋଇଛି।

ସେପଟେ ୧୦୨ ବା ଜନନୀ ଆମ୍ବୁଲାନ୍ସ ସେବା ଯୋଗାଇବା ବାବଦକୁ ୧ ଜାନୁଆରୀ ୨୦୨୦ରୁ ୩୧ ଜାନୁଆରୀ ୨୦୨୧ ଭିତରେ ସରକାର ଦେଇଛନ୍ତି ୫୭ କୋଟି ୫୭ ଲକ୍ଷ ଟଙ୍କା। ୧୦୨ ହେଉ କି ୧୦୮, ଆମ୍ବୁଲାନ୍ସ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଏବେ ସରକାରଙ୍କ କାଠଗଡାକୁ ଟାଣିଛନ୍ତି ବିରୋଧୀ କଂଗ୍ରେସ। ତଦନ୍ତ ଦାବି କରିଥିବା ବେଳେ ଏହି ଘୋଟାଲାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story