ପାଠ ପଢ଼ିବା ପାଇଁ ଟଙ୍କା ନୁହେଁ, ଦେଢ଼ କ୍ୱିଣ୍ଟାଲ୍ ମକା ଓ ଦଶ କିଲୋ ଡାଲି ଦେବାକୁ ପଡ଼େ ଏହି ସ୍କୁଲରେ

ସାଧାରଣତଃ ସହରାଞ୍ଚଳର କୌଣସି ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇଲେ ତାର ରହିବା-ଖାଇବା ଓ ପାଠ ପଢ଼ା ଖର୍ଚ୍ଚ ବାବଦକୁ ଅଭିଭାବକଙ୍କୁ ହଜାରେରୁ–ଲକ୍ଷେ ଟଙ୍କା ଗଣିବାକୁ ପଡ଼ିଥାଏ । ଏପରି କ୍ଷେତ୍ରର  ଜଣେ ଗରିବ ଶ୍ରେଣୀର ଅଭିଭାବକ ତା’ ପିଲା ପାଇଁ ଦେଖିଥିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ। କିନ୍ତୁ ଆଜି ଆମେ ଏପରି ଏକ ସ୍କୁଲ ସମ୍ପର୍କରେ ଆପଣଙ୍କୁ କହିବୁ ଯେଉଁଠି ପାଠପଢୁଥିବା ପିଲାଙ୍କ ପାଇଁ ଅଭିଭାବକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ […]

student

student

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 12:49 PM IST

Sports

Latest News

ସାଧାରଣତଃ ସହରାଞ୍ଚଳର କୌଣସି ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇଲେ ତାର ରହିବା-ଖାଇବା ଓ ପାଠ ପଢ଼ା ଖର୍ଚ୍ଚ ବାବଦକୁ ଅଭିଭାବକଙ୍କୁ ହଜାରେରୁ–ଲକ୍ଷେ ଟଙ୍କା ଗଣିବାକୁ ପଡ଼ିଥାଏ । ଏପରି କ୍ଷେତ୍ରର  ଜଣେ ଗରିବ ଶ୍ରେଣୀର ଅଭିଭାବକ ତା’ ପିଲା ପାଇଁ ଦେଖିଥିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ। କିନ୍ତୁ ଆଜି ଆମେ ଏପରି ଏକ ସ୍କୁଲ ସମ୍ପର୍କରେ ଆପଣଙ୍କୁ କହିବୁ ଯେଉଁଠି ପାଠପଢୁଥିବା ପିଲାଙ୍କ ପାଇଁ ଅଭିଭାବକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ।

ମଧ୍ୟପ୍ରଦେଶର ଧାର ଜିଲ୍ଲାର ଡହି କସବେ ଠାରୁ ୧୮ କିଲୋମିଟର ଦୂରରେ ଥିବା କକରାନାରେ ରାଣୀ କାଜଲ ଜୀବନଶାଳାରେ ପଢୁଥିବା ପିଲାଙ୍କ ଅଭିଭାବକଙ୍କୁ ଦେବାକୁ ପଡ଼ି ନ ଥାଏ ମୋଟା ଅଙ୍କର ଅର୍ଥ। ଏହି ପାଠଶାଳାରେ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ। ଏଠାରେ ଜଣେ ପିଲା ବର୍ଷ ସାରା ପାଠ ପଢିବା ଓ ରହିବା-ଖାଇବା ପାଇଁ ଅଭିଭାବକଙ୍କୁ ଫିସ୍‌ ବଦଳରେ ଦେଢ କ୍ୱିଣ୍ଟାଲ୍ ମକା ଓ ଦଶ କିଲୋ ଡାଲି ଦେବାକୁ ପଡ଼ିଥାଏ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବିଦ୍ୟାଳୟ ଗଢ଼ି ଉଠିଛି। ଏହି ବିଦ୍ୟାଳୟରେ ପାଠ ପଢିଥିବା ପିଲାଏ ଏବେ ବିଭିନ୍ନ କଲେଜରେ ପଢୁଛନ୍ତି। ଆଉ କିଛି ଛାତ୍ରଛାତ୍ରୀ କଲେଜ ପଢ଼ା ସାରି ଦିଲ୍ଲୀରେ ଆଇଏଏସ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି।

୪୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୨୧ ଅଗଷ୍ଟ ୨୦୦୦ ମସିହାରେ ଏହି ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରାଯାଇଥିଲା।

ରିପୋର୍ଟ ଓ ଫଟୋ-ନଇ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story