ଜାଣନ୍ତୁ ପିଜନ୍‌ ଜୋତାର କମାଲ: ମଣିଷ କଥା ଛାଡନ୍ତୁ ପାରାମାନେ ବି ଜୋତାକୁ ଦେଖି ଧୋକା ଖାଇଗଲେ

ସମୟ ବଦଳୁଛି, ଧୀରେ ଧୀରେ ଦୁନିଆ ଏବେ ଆଧୁନିକ ଆଡକୁ ଗତି କରୁଛି। ସବୁଠୁ ଭିନ୍ନ ଦେଖାଯିବା ପାଇଁ ଆଜିର ସମାଜ ଅନେକ ଜିନିଷକୁ ନୂତନ ପ୍ରୟୋଗ କରି ଏହାର ବ୍ୟବହାର କରିବାକୁ ପସନ୍ଦ କରୁଛି। ଜୋତା କ୍ଷେତ୍ରରେ ମଧ୍ୟ ଲୋକେ ଏଭିଳି କରିବାକୁ ପସନ୍ଦ କରୁଛନ୍ତି। ସେଲଫି ଜୋତା ପରେ ଏବେ ନୂଆ କରି ନଜରକୁ ଆସୁଛି  ପିଜନ-ସୁ ବା ପାରା ଜୋତା। ଯାହା ଆପଣ ଦେଖିଲେ ଆଖିକୁ ବିଶ୍ୱାସ କରିବେନି। ଏହି ଜୋତାଟି ଅବିକଳ […]

pigeon-shoes-japanese-woman-1

pigeon-shoes-japanese-woman-1

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 07:51 PM IST

Sports

Latest News

ସମୟ ବଦଳୁଛି, ଧୀରେ ଧୀରେ ଦୁନିଆ ଏବେ ଆଧୁନିକ ଆଡକୁ ଗତି କରୁଛି। ସବୁଠୁ ଭିନ୍ନ ଦେଖାଯିବା ପାଇଁ ଆଜିର ସମାଜ ଅନେକ ଜିନିଷକୁ ନୂତନ ପ୍ରୟୋଗ କରି ଏହାର ବ୍ୟବହାର କରିବାକୁ ପସନ୍ଦ କରୁଛି। ଜୋତା କ୍ଷେତ୍ରରେ ମଧ୍ୟ ଲୋକେ ଏଭିଳି କରିବାକୁ ପସନ୍ଦ କରୁଛନ୍ତି। ସେଲଫି ଜୋତା ପରେ ଏବେ ନୂଆ କରି ନଜରକୁ ଆସୁଛି  ପିଜନ-ସୁ ବା ପାରା ଜୋତା।

ଯାହା ଆପଣ ଦେଖିଲେ ଆଖିକୁ ବିଶ୍ୱାସ କରିବେନି। ଏହି ଜୋତାଟି ଅବିକଳ ପାରା ଭଳି ଦେଖାଯାଉଛି। ସମ୍ପୂର୍ଣ ପାରା ଆକୃତିର ଦେଖା ଯାଉଥିବା ଏହି ଜୋତା ବାସ୍ତବରେ ପାରା ନୁହେଁ। ପ୍ରଥମେ ଆପଣ ଏହାକୁ ଦେଖି କିଛି ସମୟ ପାଇଁ ଦ୍ୱନ୍ଦରେ ପଡିଯିବେ।

ନିକଟରେ ଜାପାନର ଜଣେ ମହିଳା ଏହି ଯୋତାକୁ ପିନ୍ଧିଥିଲେ। ଏବଂ ପିନ୍ଧିବା ପରେ ସେ ପାରା ମାନଙ୍କ ଗହଣକୁ ଯାଇଥିଲେ ।ଏହାପରେ କିନ୍ତୁ ଯାହା ଘଟିଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଉପସ୍ଥିତ ଲୋକଙ୍କ କଥା ଛାଡନ୍ତୁ ପାରା ମାନେ ବି ଧୋକା ଖାଇଗଲେ ଏହି ଜୋତାକୁ ଦେଖି। ପାରା ମାନେ ଏହି ଜୋତାକୁ ଦେଖିବା ପରେ ନିଜ ପ୍ରଜାତିର ପକ୍ଷୀ ଭାବି ଏହାର ନିକଟତର ହୋଇଥିଲେ। ପାରା ଆକୃତିର ଦେଖାଯାଉଥିବା ଏହି ଜୋତା ନିକଟରେ ପାରାମନେ ଏମିତି ବୁଲୁଥିଲେ ଯେମିତି ନିଜର କେହି ଆପଣାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story