ସମାନ ଗୋତ୍ର ବିବାହକୁ ମିଳେନି ଅନୁମତି: ବିଜ୍ଞାନ ବନାମ ବାସ୍ତବତା

ବିବାହ ବେଳେ ବହୁ କଥା ଉପରେ ନଜର ଦିଆଯାଇଥାଏ। ବିଶେଷ କରି ଗୋତ୍ରକୁ ନେଇ ଲୋକେ ବହୁତ ଚିନ୍ତା କରିଥାନ୍ତି। ଆମ ସମାଜରେ ସ-ଗୋତ୍ର ବିବାହକୁ ନିଷିଦ୍ଧ କରାଯାଇଛି। କାହିଁ କେଉଁ ଆବହମାନ କାଳରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି। ବିଜ୍ଞାନଶାସ୍ତ୍ରରେ ସ-ଗୋତ୍ର ବିବାହକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ସ-ଗୋତ୍ର ବିବାହ ନ କରିବାର କାରଣ। ସ-ଗୋତ୍ର ବିବାହ ନିଷିଦ୍ଧ ଚିକିତ୍ସା ବିଜ୍ଞାନରେ ‘ସେପାରେଶନ ଅଫ୍‌ ଜିନ୍‌’ ଉପରେ ଆଧାରିତ। ନିକଟ ରକ୍ତ ସମ୍ପର୍କୀୟଙ୍କ […]

indian-marriage

indian-marriage

Rakesh Mallick
  • Published: Monday, 05 June 2017
  • Updated: 05 June 2017, 11:01 PM IST

Sports

Latest News

ବିବାହ ବେଳେ ବହୁ କଥା ଉପରେ ନଜର ଦିଆଯାଇଥାଏ। ବିଶେଷ କରି ଗୋତ୍ରକୁ ନେଇ ଲୋକେ ବହୁତ ଚିନ୍ତା କରିଥାନ୍ତି। ଆମ ସମାଜରେ ସ-ଗୋତ୍ର ବିବାହକୁ ନିଷିଦ୍ଧ କରାଯାଇଛି। କାହିଁ କେଉଁ ଆବହମାନ କାଳରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି। ବିଜ୍ଞାନଶାସ୍ତ୍ରରେ ସ-ଗୋତ୍ର ବିବାହକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ସ-ଗୋତ୍ର ବିବାହ ନ କରିବାର କାରଣ।

ସ-ଗୋତ୍ର ବିବାହ ନିଷିଦ୍ଧ ଚିକିତ୍ସା ବିଜ୍ଞାନରେ ‘ସେପାରେଶନ ଅଫ୍‌ ଜିନ୍‌’ ଉପରେ ଆଧାରିତ। ନିକଟ ରକ୍ତ ସମ୍ପର୍କୀୟଙ୍କ ସହ ବିବାହ ହେଲେ ସେମାନଙ୍କ ଠାରୁ ଜନ୍ମିତ ସନ୍ତାନଙ୍କ ଜିନ୍‌ ଅଲଗା ନ ହୋଇ ଗୋଟିଏ ପ୍ରକାର ହେବ ବୋଲି ଏକାଧିକ ସର୍ଭେରୁ ଜଣାପଡିଛି। ସମାନ ଜିନ୍‌ ହେଲେ ପିଲାମାନଙ୍କୁ ଗମ୍ଭୀର ବେମାରୀ ହେବାର ସମ୍ଭାବନା ରହିଥାଏ। ବିଶେଷ କରି ହିମୋଫିଲିୟା ଓ ରଙ୍ଗହୀନତା ପରି ବେମାରୀରେ ପିଲାମାନେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ଚିକିତ୍ସା ଶାସ୍ତ୍ରରେ ସ-ଗୋତ୍ର ବିବାହକୁ ନିଷିଦ୍ଧ କରାଯାଇଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏପରି ବହୁ ସମାଜ ଅଛି ଯେଉଁଠି ସ-ଗୋତ୍ର ବିବାହ ପ୍ରଚଳିତ ହୋଇ ଆସୁଛି। କାହିଁ କେଉଁ କାଳରୁ ଏହି ପ୍ରଥା ଚାଲି ଆସୁଥିଲେ ମଧ୍ୟ ଏହି ସମାଜର ଦମ୍ପତିଙ୍କ ଠାରୁ ଜନ୍ମିତ ପିଲାଙ୍କ ମଧ୍ୟରେ କୌଣସି ଗମ୍ଭୀର ବେମାରୀ ଦେଖିବାକୁ ମିଳିନାହିଁ।

ଯଦି ଏହା ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ ତେବେ କେବଳ ରକ୍ତ ସମ୍ପର୍କ ବିବାହ ମଧ୍ୟରେ ସୀମିତ ରହିବା ଦରକାର। ହେଲେ କୌଣସି ରକ୍ତ ସମ୍ପର୍କ ନ ଥିଲେ ମଧ୍ୟ ବହୁ ଲୋକେ ସ-ଗୋତ୍ରରେ ବିବାହ କରାଇ ନ ଥାନ୍ତି। ବର୍ତ୍ତମାନ ବିଜ୍ଞାନ ଯୁଗରେ ଏ ପ୍ରକାର ନିୟମ ପଛରେ ଥିବା ରହସ୍ୟକୁ ବାସ୍ତବିକ ରୂପରେ ଦେଖାଇବା ଓ ଲୋକଙ୍କୁ ବୁଝାଇବାର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story