‘ବ୍ଲାକ ବିୟୁଟି’ ଦେଉଛନ୍ତି ସଚେତନତା ବାର୍ତ୍ତା: ପଢ଼ିଲେ ଜାଣିବେ କେଉଁଠି

ନୂଆଦିଲ୍ଲୀ: ସୁନ୍ଦର ଦିଶିବାକୁ କେବଳ ଗୋରା ରଙ୍ଗ ହେବା ଜରୁରୀ ନୁହେଁ। କଳା ହେଲେ ବି ଜଣଙ୍କୁ ସୁନ୍ଦର କୁହାଯାଇ ପାରିବ। ଯାହା ପ୍ରମାଣିତ କରିଛନ୍ତି ସାଉଥ୍ ସୁଦାନର ମଡେଲ ନ୍ୟାକିମ୍ ଗେଟ୍ୱେଚ୍‌। ନିଜର କଳା ରଙ୍ଗ ପାଇଁ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହା ଗଡ୍ ଗିଫଟେଡ ବୋଲି କହିଥାନ୍ତି। କଳା ରଙ୍ଗ ପାଇଁ ନ୍ୟାକିମ୍‌ଙ୍କୁ କୁଇନ୍ ଅଫ୍ ଡାର୍କ ବୋଲି କୁହାଯାଇଥାଏ। ୨୪ ବର୍ଷୀୟ ନ୍ୟାକିମ୍‌ ଏବେ ମିନିପୋଲିସ୍‌ରେ ରହୁଛନ୍ତି। ନିଜ ଫଟୋ […]

black beauty

black beauty

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 02:56 PM IST

Sports

Latest News

ନୂଆଦିଲ୍ଲୀ: ସୁନ୍ଦର ଦିଶିବାକୁ କେବଳ ଗୋରା ରଙ୍ଗ ହେବା ଜରୁରୀ ନୁହେଁ। କଳା ହେଲେ ବି ଜଣଙ୍କୁ ସୁନ୍ଦର କୁହାଯାଇ ପାରିବ। ଯାହା ପ୍ରମାଣିତ କରିଛନ୍ତି ସାଉଥ୍ ସୁଦାନର ମଡେଲ ନ୍ୟାକିମ୍ ଗେଟ୍ୱେଚ୍‌। ନିଜର କଳା ରଙ୍ଗ ପାଇଁ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହା ଗଡ୍ ଗିଫଟେଡ ବୋଲି କହିଥାନ୍ତି।

କଳା ରଙ୍ଗ ପାଇଁ ନ୍ୟାକିମ୍‌ଙ୍କୁ କୁଇନ୍ ଅଫ୍ ଡାର୍କ ବୋଲି କୁହାଯାଇଥାଏ। ୨୪ ବର୍ଷୀୟ ନ୍ୟାକିମ୍‌ ଏବେ ମିନିପୋଲିସ୍‌ରେ ରହୁଛନ୍ତି। ନିଜ ଫଟୋ ଜରିଆରେ ସେ କଳା ରଙ୍ଗର ମହିଳାମାନଙ୍କୁ ଉତ୍ସାହିତ କରୁଛନ୍ତି। କଳା ରଙ୍ଗ ପାଇଁ ନିରାଶ ନ ହୋଇ ଖୁସି ହେବାକୁ ସେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ଇନଷ୍ଟାଗ୍ରାମରେ ଏବେ ତାଙ୍କର ୮୯,୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos