ମିନି ଗାର୍ଡେନ’ ଥିବା ବସ୍‌ରେ କେବେ ବୁଲିଛନ୍ତି କି?  ପଢ଼ନ୍ତୁ କେଉଁଠି ଗଡ଼ୁଛି ଏହି ଗାଡ଼ି

ବେଙ୍ଗାଲୁରୁ: ଆପଣ ଯାତ୍ରା କରୁଥିବା ବସ୍‌ରେ ଗଛ ଲାଗିଥିବ ବୋଲି କେବେ ଭାବିଛନ୍ତି କି? ସବୁଜିମାରେ ପରିପୂର୍ଣ୍ଣ ବସ୍‌ରେ ଯାତ୍ରା କରିବାର ଅନୁଭୂତି କିପରି ହେବ କେବେ ଆପଣଙ୍କ ମନକୁ ଆସିଛି? ହେଲେ ଏପରି ଏକ ବସ୍‌ ଗଡ଼ୁଛି କର୍ଣ୍ଣାଟକାର ରାସ୍ତାରେ। ଏହାକୁ ଲୋକେ କହୁଛନ୍ତି ‘ମିନି ଲାଲବାଗ୍‌’ ଓ ଏଥିରେ ଯାତ୍ରା କରିବାର ଅନୁଭୂତି ପାଇଁ ଲାଗୁଛି ଏକ ପ୍ରକାର ପ୍ରତିଯୋଗିତା। ଗ୍ଲୋବାଲ ୱର୍ମିଂର ମୁକାବିଲା କରିବା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ […]

driver-4..

driver-4..

Niharika Rout
  • Published: Friday, 10 May 2019
  • Updated: 10 May 2019, 02:44 PM IST

Sports

Latest News

ବେଙ୍ଗାଲୁରୁ: ଆପଣ ଯାତ୍ରା କରୁଥିବା ବସ୍‌ରେ ଗଛ ଲାଗିଥିବ ବୋଲି କେବେ ଭାବିଛନ୍ତି କି? ସବୁଜିମାରେ ପରିପୂର୍ଣ୍ଣ ବସ୍‌ରେ ଯାତ୍ରା କରିବାର ଅନୁଭୂତି କିପରି ହେବ କେବେ ଆପଣଙ୍କ ମନକୁ ଆସିଛି? ହେଲେ ଏପରି ଏକ ବସ୍‌ ଗଡ଼ୁଛି କର୍ଣ୍ଣାଟକାର ରାସ୍ତାରେ। ଏହାକୁ ଲୋକେ କହୁଛନ୍ତି ‘ମିନି ଲାଲବାଗ୍‌’ ଓ ଏଥିରେ ଯାତ୍ରା କରିବାର ଅନୁଭୂତି ପାଇଁ ଲାଗୁଛି ଏକ ପ୍ରକାର ପ୍ରତିଯୋଗିତା।

ଗ୍ଲୋବାଲ ୱର୍ମିଂର ମୁକାବିଲା କରିବା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏପରି କ୍ଷେତ୍ରରେ ଲୋକଙ୍କୁ ପରିବେଶ ଓ ପର୍ଯ୍ୟାବରଣ ପ୍ରତି ଆକୃଷ୍ଟ କରିବାକୁ କର୍ଣ୍ଣାଟକାର ଜଣେ ବସ୍‌ ଡ୍ରାଇଭର ନେଇଛନ୍ତି ଅଭିନବ ପଦକ୍ଷେପ। ସେ ନିଜ ବସ୍‌ରେ ଏକ ମିନି ଗାର୍ଡେନ କରିଥିବା ବେଳେ ଯେକୌଣସି ପରିସ୍ଥିତିରେ ବି ପରିବେଶର ରକ୍ଷଣାବେକ୍ଷଣ ଲାଗି ସଚେତନ ହେବାକୁ ଦେଇଛନ୍ତି ସନ୍ଦେଶ।

ବେଙ୍ଗାଲୁରୁ ମେଟ୍ରୋପଲିଟାନ କର୍ପୋରେସନ ଲିମିଟେରେ କାମ କରୁଥିବା ବସ୍‌ ଡ୍ରାଇଭର ନାରାୟଣପ୍ପା ନିଜେ ଚଳାଉଥିବା ବସ୍‌ରେ ବହୁ ଛୋଟ ଛୋଟ ଗଛ ଲଗାଇଛନ୍ତି। ଉକ୍ତ ବସ୍‌ରେ ଯାଉଥିବା ଯାତ୍ରୀ ଏହାକୁ ମିନି ଲାଲବାଗ୍‌ କହୁଛନ୍ତି। ନାରାୟଣପ୍ପାଙ୍କ କହିବା ମୁତାବକ, ସବୁଜିମା ପ୍ରତି ଭଲପାଇବା ତାଙ୍କର ପୂର୍ବରୁ ଥିଲା। ଅଚାନକ ଦିନେ ବସ୍‌ରେ ଗଛ ଲଗାଇବା ବିଚାର ତାଙ୍କ ମନରେ ଆସିଲା।

ପ୍ରାୟ ୨୭ବର୍ଷ ହେବ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ନାରାୟଣପ୍ପା ପର୍ଯ୍ୟାବରଣ ପ୍ରତି ଲୋକଙ୍କ ଚେତନା ସୃଷ୍ଟି କରିବାକୁ ୪ ବର୍ଷ ହେବ ନେଇଛନ୍ତି ଏପରି ଅଭିନବ ପଦକ୍ଷେପ। ନିଜ ବସ୍‌ରେ ଛୋଟ ଛୋଟ କୁଣ୍ଡ ଥୋଇ ସେଥିରେ ସେ ଗଛ ଲଗାଇଛନ୍ତି। ତାଙ୍କର ଏପରି ପଦକ୍ଷେପକୁ ସବୁ ଆଡୁ କେବଳ ପ୍ରଶଂସା ହିଁ ମିଳୁଛି।

ନାରାୟଣପ୍ପାଙ୍କ ପତ୍ନୀ ଓ ୩ ପିଲା ମଧ୍ୟ ଗଛ ଲଗାଇବାକୁ ବହୁତ ଭଲ ପାଉଥିବାରୁ ସେ ଘର ଆଖପାଖରେ ବହୁ ଗଛ ଲଗାଇଛନ୍ତି।  ପ୍ରତିଦିନ ସକାଳ ହେବା ମାତ୍ରେ ସେ ଛୁଟି ଯାଆନ୍ତି ବସ୍‌ ଷ୍ଟାଣ୍ଡକୁ। ସେଠାରେ ଗଛଗୁଡିକରେ ପାଣି ଦିଅନ୍ତି। ଏହାପରେ ନିଜ ଶିଫ୍ଟ ଶେଷ ହେବା ପରେ ମଧ୍ୟ ଏପରି କରି ସେ ଘରକୁ ଫେରନ୍ତି । ବହୁ ଯାତ୍ରୀ ଗଛରେ ପାଣି ମଧ୍ୟ ଦେଇଥାନ୍ତି।

ଆସନ୍ତା ବର୍ଷ ଅବସର ନେବାକୁ ଥିବା ନାରୟଣପ୍ପାଙ୍କୁ ଏବେଠୁ ଚିନ୍ତା ଘାରିଲାଣି ଯେ, ତାଙ୍କ ପରେ ଏହି ଗଛମାନଙ୍କ ଭବିଷ୍ୟତ କ’ଣ ହେବ। ନୂଆ ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କ ପରି ଗଛର ଯତ୍ନ ନେବା ସହ ପାଣି ଦେବ ନା ନାହିଁ।  ତାଙ୍କ କହିବା ମୁତାବକ ସେ ଅନ୍ୟ ଜଣେ ମହିଳା କଣ୍ଡକ୍ଟର ଓ ବସ୍‌ ଡ୍ରାଇଭରଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି। ସେମାନେ ଏହି ଗଛର ଯତ୍ନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story