ଟଙ୍କା ପଇସାରେ ଚାଲେନି ବଜାର: ହେଲେ କେମିତି ହୁଏ କାରବାର

ବିଜାପୁର-ଦୁନିଆରେ ଏମିତି କିଛି କଥା ଶୁଣାବାକୁ ମିଳେ ଯାହାକୁ ଆପଣ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ। ଏପରି ଏକ ଖବର ଆମେ ଶୁଣାଇବୁ ଯାହା ଆପଣଙ୍କୁ ଟିକିଏ ଅଜବ ଲାଗିବ। କିନ୍ତୁ କଥାଟି ନିରାଟ ସତ। ଛତିଶଗଡ଼ ବିଜାପୁର ଜିଲ୍ଲାଠାରୁ ମାତ୍ର ୫୦କିମି ଦୂରରେ ଅଛି ଏମିତି ଏକ ଅଞ୍ଚଳ ଯେଉଁଠି ଟଙ୍କାପଇସା ଚଳେନାହିଁ। ପକେଟ୍‌ରେ ହଜାର ହଜାର ଟଙ୍କା ଥିଲେ ବି ଆପଣଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିବ। ବାସଗୁଡ଼ା ନାମକ ଏହି […]

Tribal-Market

Tribal-Market

Rakesh Mallick
  • Published: Monday, 29 May 2017
  • Updated: 29 May 2017, 05:30 PM IST

Sports

Latest News

ବିଜାପୁର-ଦୁନିଆରେ ଏମିତି କିଛି କଥା ଶୁଣାବାକୁ ମିଳେ ଯାହାକୁ ଆପଣ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ। ଏପରି ଏକ ଖବର ଆମେ ଶୁଣାଇବୁ ଯାହା ଆପଣଙ୍କୁ ଟିକିଏ ଅଜବ ଲାଗିବ। କିନ୍ତୁ କଥାଟି ନିରାଟ ସତ।

ଛତିଶଗଡ଼ ବିଜାପୁର ଜିଲ୍ଲାଠାରୁ ମାତ୍ର ୫୦କିମି ଦୂରରେ ଅଛି ଏମିତି ଏକ ଅଞ୍ଚଳ ଯେଉଁଠି ଟଙ୍କାପଇସା ଚଳେନାହିଁ। ପକେଟ୍‌ରେ ହଜାର ହଜାର ଟଙ୍କା ଥିଲେ ବି ଆପଣଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିବ। ବାସଗୁଡ଼ା ନାମକ ଏହି ବଜାର ସପ୍ତାହକୁ ଥରେ ଖୋଲିଥାଏ। କେବଳ ଶୁକ୍ରବାର ଦିନ ଲୋକେ ଏହି ବଜାରକୁ ଯାଇଥାନ୍ତି। ଏହି ବଜାରର ବିଶେଷତ୍ୱ ହେଲା ଏଠାରେ ଟଙ୍କା ଦେଇ ଜିନିଷ କିଣାଯାଏ ନାହିଁ। ଏଠି ଜିନିଷ ବଦଳରେ ଜିନିଷ ମିଳେ। ୨୦ଟଙ୍କାରେ ବିକ୍ରି ହେଉଥିବା ମହୁ ବଦଳରେ ଆଦିବାସୀଙ୍କୁ ୧୦ଟଙ୍କାରେ ବିକ୍ରି ହେଉଥିବା ଆଳୁ ମିଳିଥାଏ। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅଦିବାସୀଙ୍କ ବିକାଶ ଏବେବି ଅପହଞ୍ଚ। ନକ୍ସଲ ଅଧିକୃତ ଏହି ଅଞ୍ଚଳ ସର୍ବଦା ଚର୍ଚ୍ଚାରେ ରହିଥାଏ।

କାହିଁ କେଉଁ କାଳରୁ ଏହି ପ୍ରଥା ଏଠାରେ ପ୍ରଚଳିତ। ଚେରମୂଳ ଓ ପ୍ରାକୃତିକ ପଦାର୍ଥ ସହ ଏଠାକାର ଆଦିବାସୀ ବହୁମୂଲ୍ୟ ଜଡ଼ିବୁଟି ଓ ଔଷଧକୁ ବଜାରରେ ବଦଳ କରି ଜୀବନ ଅତିବାହିତ କରିଥାନ୍ତି।

୨୦୦୫ରେ ଏହି ବଜାର ଓ ଆଖପାଖ ଅଞ୍ଚଳରେ ନକ୍ସଲପ୍ରଭାବ କାରଣରୁ ଶୂନ୍ୟତା ଆସିଯାଇଥିଲା। କିନ୍ତୁ ଧିରେ ଧିରେ ନକ୍ସଲଙ୍କ ବିରୋଧରେ ସରକାର କଡ଼ା ପଦକ୍ଷପ ନେବା ପରେ ଏଠାରେ ପୁଣିଥିରେ ଜନବସତି ଗଢିଉଠିଛି। ୧୩ ବର୍ଷ ପରେ ଏବେ ପୁଣି ଥରେ ଏହି ବଜାର ଖୋଲିଛି। ଫଳରେ ସ୍ଥାନୀୟ ଅଞ୍ଚଳର ନିରିହ ଅଦିବାସୀଙ୍କ ଜୀବନ ଜିଇଁବାର ରାସ୍ତା ପୁଣିଥରେ ସହଜ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story