ଲକ୍‌ଡାଉନ୍: ଏକୁଟିଆ ରହିଗଲେ ୭୫ ବର୍ଷୀୟ ବୃଦ୍ଧ, ଉଦ୍ଧାର କଲା ପୁଲିସ

ପାଟନା: ଏପ୍ରିଲ ୧କୁ ଲକ୍‌ଡାଉନ୍ ୮ ଦିନ ହୋଇଛି। ୨୪ ମାର୍ଚ୍ଚ ମଙ୍ଗଳବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ୨୧ ଦିନ ପାଇଁ ହଠାତ୍ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହାରି ଭିତରେ ଅନେକ ଘଟଣା ସାମ୍ନାକୁ ଆସୁଛି। କିଏ ଘରକୁ ଫେରିବା ପାଇଁ ଗାଡ଼ି ପାଇ ନାହିଁ ତ ଆଉ କିଏ କମ୍ପାନୀ ବନ୍ଦ ରହିବାରୁ ରାସ୍ତାକୁ ଚାଲିଆସିଛି। ସମସ୍ତଙ୍କ ପାଇଁ କଟକଣା ଯଦିଓ ରହିଛି ହେଲେ […]

bihar police

bihar police

Subhransu Sekhar
  • Published: Wednesday, 01 April 2020
  • Updated: 01 April 2020, 01:55 PM IST

Sports

Latest News

ପାଟନା: ଏପ୍ରିଲ ୧କୁ ଲକ୍‌ଡାଉନ୍ ୮ ଦିନ ହୋଇଛି। ୨୪ ମାର୍ଚ୍ଚ ମଙ୍ଗଳବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ୨୧ ଦିନ ପାଇଁ ହଠାତ୍ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହାରି ଭିତରେ ଅନେକ ଘଟଣା ସାମ୍ନାକୁ ଆସୁଛି। କିଏ ଘରକୁ ଫେରିବା ପାଇଁ ଗାଡ଼ି ପାଇ ନାହିଁ ତ ଆଉ କିଏ କମ୍ପାନୀ ବନ୍ଦ ରହିବାରୁ ରାସ୍ତାକୁ ଚାଲିଆସିଛି। ସମସ୍ତଙ୍କ ପାଇଁ କଟକଣା ଯଦିଓ ରହିଛି ହେଲେ ପୁଲିସ, ମିଡିଆ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କଟକଣା ନାହିଁ।

ବିହାରର ଛପରା ଜିଲ୍ଲାର ପୁଲିସ ଦୂତ ସାଜି ଜଣେ ବୃଦ୍ଧଙ୍କୁ ଘର ଭିତରୁ ଉଦ୍ଧାର କରିଛି। ବିଶାଖପାଟଣାରେ ନେଭିରେ କାର୍ଯ୍ୟରତ ଉମେଶ ଯାଦବଙ୍କ ବାପା ରାମେଶ୍ୱର ଯାଦବ (୭୫) ଘରେ ଏକୁଟିଆ ଥିଲେ। ହଠାତ୍ ଲକ୍‌ଡାଉନ୍ ହୋଇଯାଇଥିଲା। ତାଙ୍କୁ ପଡ଼ୋଶୀ ମଧ୍ୟ ସହଯୋଗ କରିନଥିଲେ କରୋନା ସଂକ୍ରମଣକୁ ଦେଖି। ଏହାପରେ ଉମେଶ ଯାଦବ ଏସପି ହରିକିଶୋର ରାୟଙ୍କୁ ଫୋନ୍ କରି ସହଯୋଗ ପାଇଁ ନିବେଦନ କରିଥିଲେ। ଏସପି ମଧ୍ୟ ଏହି ମାମଲାରେ ତତ୍ପରତା ଦେଖାଇ ପୁଲିସ ଟିମକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ମଧ୍ୟ ବୃଦ୍ଧଙ୍କୁ ଘର ଭିତରୁ ଉଦ୍ଧାର କରି ତାଙ୍କ ପୈତୃକ ଗାଁରେ ଗାଡ଼ିରେ ଛାଡ଼ିଛି।

ସୂଚନାଯୋଗ୍ୟ, ରାମେଶ୍ୱର ଯାଦବ ଘରେ ଏକୁଟିଆ ରୁହନ୍ତି। ତାଙ୍କର ତିନି ଜଣ ପୁଅ ରହିଛନ୍ତି। ତିନି ପୁଅ ସରକାରୀ ଚାକିରିଆ। ତିନି ପୁଅ ଅଲଗା ଅଲଗା ରାଜ୍ୟରେ ଚାକିରି କରୁଛନ୍ତି। ଲକ୍‌ଡାଉନ୍ ପାଇଁ କେହି ହଠାତ୍ ଆସିପାରିନଥିଲେ। ହେଲେ ବିଶାଖପାଟଣାରେ ରହୁଥିବା ପୁଅ ଉମେଶ ବୁଦ୍ଧି ଖଟାଇ ପୁଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ପୁଲିସ ଯେତେବେଳେ ରାମେଶ୍ୱରଙ୍କୁ ଉଦ୍ଧାର କରିଥିଲେ ସେତେବେଳେ ସେ ଭାବୁକ ହୋଇ କାନ୍ଦି ପକାଇଥିଲେ ବୋଲି ଜଣାପଡ଼ିଛି। ଏହାପରେ ଏସପି ଏକ ସ୍କୋର୍ପିଓ ଗାଡ଼ିର ବନ୍ଦୋବସ୍ତ କରି ରାମେଶ୍ୱରଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ। ନେଭିରେ କାର୍ଯ୍ୟରତ ଉମେଶ ଏସପିଙ୍କ ଏଭଳି ସହଯୋଗ ପାଇଁ ପୁଲିସକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story